Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଟି୨୦ ବିଶ୍ୱକପ : ଟୁର୍ଣ୍ଣାମେଣ୍ଟରେ ୪୦୫ ଛକା, ୫୨୬ ଓ୍ୱିକେଟ୍, ଭାରତ ଖାତାରେ କେବଳ ଗୋଟିଏ ରେକର୍ଡ

15/11/2021 at 2:04 PM

ନୂଆଦିଲ୍ଲୀ, ୧୫|୧୧:   ସରିଛି ଟି୨୦ ବିଶ୍ୱକପ । ନୂଆ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଜିତିଛି କଙ୍ଗାରୁ ଟିମ୍ । ଫାଇନାଲରେ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇତିହାସ ରଚିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ରନ୍ ବର୍ଷା ହୋଇଥିଲା । ବଲର୍ସ ଓ୍ୱିକେଟ୍ ବି ନେଇଥିଲେ । ବ୍ୟାଟ୍‌ର ବ୍ୟାଟରୁ ଚୌକା-ଛକା ବି ବାହାରିଥିଲା ।

ଅଷ୍ଟ୍ରେଲିଆର ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଥିଲା । ଆସନ୍ତୁ ଜାଣିବା ଖେଳାଳି ଓ ଦଳର ପ୍ରଦର୍ଶନ ଉପରେ ଯାହା ଚଳିତ ଟୁର୍ଣ୍ଣାମେଣ୍ଟରେ ଚର୍ଚ୍ଚାରେ ରହିଥିଲା ।

ସବୁଠାରୁ ଅଧିକ ରନ୍(ଟପ୍ ୫ ବ୍ୟାଟର)

ବାବର ଆଜମ-୩୦୩ ରନ୍

ଡେବିଡ୍ ଓ୍ୱାର୍ଣ୍ଣର-୨୮୯ ରନ୍

ମହମ୍ମଦ ରିଜଓ୍ୱାନ-୨୮୧ ରନ୍

ଜସ୍ ବଟଲର-୨୬୯ ରନ୍

ସି ଆସଲଙ୍କା-୨୩୧ ରନ୍

ସବୁଠାରୁ ଅଧିକ ଓ୍ୱିକେଟ୍

ବାନିନ୍ଦୁ ହସାରଙ୍ଗା-୧୬ ଓ୍ୱିକେଟ୍

ଆଡମ ଜାମ୍ପା-୧୩ ଓ୍ୱିକେଟ୍

ଟ୍ରେଣ୍ଟ ବୋଲ୍ଟ-୧୩ ଓ୍ୱିକେଟ୍

ଜୋସ୍ ହେଜଲଉଡ୍-୧୧ ଓ୍ୱିକେଟ୍

ସାକିବ ଉଲ ହସନ-୧୧ ଓ୍ୱିକେଟ୍

ଜସପ୍ରିତ ବୁମରାହ- ୭ ଓ୍ୱିକେଟ୍

ବିଶ୍ୱକପରେ ମୋଟ୍ ଛକା- ୪୦୫

ସବୁଠାରୁ ଅଧିକ ଛକା

ଜସ ବଟଲର-୧୩

ମୋଟ୍ ଓ୍ୱିକେଟ୍ ୫୨୬

ଗୋଟିଏ ପାଳିରେ ସବୁଠୁ ଅଧିକ ବ୍ୟକ୍ତିଗତ ରନ୍

ଜସ୍ ବଟଲର-୧୦୧ ରନ୍

ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ

ସୋଏବ ମଲିକ-୧୮ ବଲ୍

ଅଧିକ ଅର୍ଦ୍ଧଶତକ

ବାବର ଆଜମ-୪ ଅର୍ଦ୍ଧଶତକ

ଅଧିକ ମେଡେନ୍ ଓଭର- ହାସନ ଅଲ୍ଲୀ-୨ ମେଡେନ୍ ଓଭର

ଅଧିକ ଡଟ୍ ବଲ୍

ଟିମ୍ ସାଉଦି -୮୫ ଡଟ୍ ବଲ

ସବୁଠାରୁ ଅଧିକ ରନ୍ – ଭାରତ-୨୧୦-୨

ସବୁଠାରୁ ଅଧିକ ବିଜୟ– ଅଷ୍ଟ୍ରେଲିଆ-୬ ମ୍ୟାଚ୍

ସବୁଠାରୁ ଅଧିକ ପରାଜୟ-ବାଂଲାଦେଶ ୮ ମ୍ୟାଚ୍

ଟି୨୦ ଫାଇନାଲରେ ସର୍ବାଧିକ ରନ୍

ଅଷ୍ଟ୍ରେଲିଆ-୧୭୩ ରନ୍

   Related Posts