ସୟଦ ୟାସିର ନଓ୍ଵାଜ୍ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ନିଯୁକ୍ତ
6/12/2020 at 8:26 PM

ଭୁବନେଶ୍ଵର ୦୬।୧୨: କଂଗ୍ରେସ ନିଜ ପାର୍ଟିର ସାଂଗଠନିକ ସ୍ଥିତି ମଜବୁତ ଲାଗି ପଦରେ ଅଦଳ ବଦଳ କରିଛି। ଓଡିଶା କଂଗ୍ରେସ ଛାତ୍ର ସଂଗଠନ ସଭାପତି ପରିବର୍ତ୍ତନ କରାଯାଇଛି। ସୟଦ ୟାସିର ନଓ୍ଵାଜ୍ ଓଡିଶା ଛାତ୍ର କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ୟାସିର ନଓ୍ଵାଜ୍ଙ୍କ ନିଯୁକ୍ତିକୁ ଏଆଇସିସି ସଭାପତି ଅନୁମୋଦ ଦେଇଛନ୍ତି। ଓଡିଶା ସହ ମୁମ୍ବାଇ ଛାତ୍ର କଂଗ୍ରେସର ମଧ୍ୟ ସଭାପତି ନିଯୁକ୍ତ କରାଯାଇଛି। ପ୍ରଦ୍ୟୁମ୍ନ ଯାଦବ ମୁମ୍ବାଇ ଛାତ୍ର କଂଗ୍ରେସର ସଭାପତି ନିଯୁକ୍ତ।

Related Posts
ଡକାୟତି ଯୋଜନା ପଣ୍ଡ : ୩ ଡକାୟତ ଗିରଫ, ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ
16 January 2021