Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

କଟକରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ

8/12/2018 at 6:31 PM

କଟକ ୮/୧୨ : କଟକ ଏସସିବିରେ ଆଜି ଜଣେ ସ୍ୱାଇନ ଫ୍ଲୁ ରୋଗୀଙ୍କର ମୃତ୍ୟୁ ହୋଇଛି | ମୃତକ କଟକ ତେଣ୍ଡାଗୁଡ଼ା ଅଂଚଳର ଓ ତାଙ୍କ ବୟସ ୩୨ ବର୍ଷ | ୩ ଦିନ ତଳେ ଗୁରୁତର ଅବସ୍ଥାରେ ସେ ଏସସିବିରେ ଭର୍ତ୍ତି ହୋଇଥିଲେ | ସମସ୍ତ ପ୍ରକାର ଚିକିତ୍ସା ସତ୍ୱେ ତାନ୍କର ଆଜି ମୃତ୍ୟୁ ହୋଇଛି | ଏସସିବି ସ୍ୱାଇନ ଫ୍ଲୁ ୱାର୍ଡଇରେ ଏବେ ୧୦ ଜଣରୁ ଅଧିକ ସ୍ୱାଇନ ଫ୍ଲୁ ରୋଗୀ ଚିକିତ୍ସିତ ହେଉଛନ୍ତି | ସୀତା ଦିନ ହୋଇଥିବାରୁ ଧୀରେ ଧୀରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |

   Related Posts