ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଧୁମ୍ ଧାମ୍ ରେ ପାଳିତ ହେଲା୧୫୧ ତମ ସ୍ବାୟତ୍ତ ଶାସନ ଦିବସ

Published By : Prameya-News7 Bureau | August 31, 2018 IST

ଭୁବନେଶ୍ୱର ୩୧/୮: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଧୁମ୍ ଧାମ୍ ରେ ପାଳିତ ହେଲା୧୫୧ ତମ ସ୍ବାୟତ୍ତ ଶାସନ ଦିବସ । ୪୦ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ୨୯ଟି ପ୍ରକଳ୍ପର ଉଦ୍ ଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ ହେଲା । କାର୍ଯ୍ୟକ୍ରମରେ ବଲିଉଡ୍ ନାୟିକା ଜରିନ୍ ଖାନ୍ ଯୋଗଦେଇ ସୁସ୍ଥ, ସୁନ୍ଦର, ସବୁଜ ସହର ଗଠନ କରିବାକୁ ଦେଲେ ମେସେଜ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.