Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ରକ୍ତର ବଦଲା ରକ୍ତରେ ନିଆଯିବା ଦରକାର ; ମେଜର ବିଭୂତିଙ୍କ ଅନ୍ତିମଯାତ୍ରାରେ ସାମିଲ ହୋଇ ଭାବପୂର୍ଣ୍ଣ ଭାବରେ କହିଲେ ସ୍ଵାଧୀ ପ୍ରାଚୀ

19/02/2019 at 9:00 PM

ରକ୍ତର ଜବାବ ରକ୍ତରେ ଦିଆଯିବ । ଆମକୁ ଆଖିଦେଖାଇଲେ ଆମେ ହାତ ଉଠାଇବୁ । ଆମେ କୌଣସି ମୂହୁର୍ତ୍ତରେ ବଦଲା ନେବାକୁ ପଛେଇବୁ ନାହିଁ । ମେଜର ବିଭୂତିଙ୍କ ଅନ୍ତିମ ଯାତ୍ରାରେ ଯୋଗଦେବା ସମୟରେ ଅତି ଭାବପୂର୍ଣ୍ଣ ଭାବରେ କହିଲେ ସ୍ଵାଧୀ ପ୍ରାଚୀ ।

ପୁଲଓ୍ଵମାରେ ନିକଟରେ ଘଟିଥିବା ଆତଙ୍କୀ ହମାଲାରେ ୪୨ଜଣ ସହୀଦ ହୋଇଥିଲେ । ଆତଙ୍କୀମାନେ ଭାରତୀୟ ଯବାନଙ୍କ ଉପରେ କରିଥିଲେ ଆକ୍ରମଣ । ହେଲେ ଏହି ଆକ୍ରମଣ ପରେ ଭାରତ କାହିଁକି ସାରାବିଶ୍ଵରେ ଏକ ଆଲୋଡ଼ନ ତିଆରି ହୋଇଥିଲା ।

ସହୀଦ ହୋଇଥିବା ଜବାନଙ୍କ ପାଇଁ ଦେଶସାରା ଅଜଡ଼ି ପଡ଼ିଥିଲା ସମବେଦନା । ମେଜର ବିଭୁତିଙ୍କ ଅନ୍ତିମଯାତ୍ରାରେ ଯୋଗଦେବା ସମୟରେ ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ସ୍ଵାଧୀ ।

   Related Posts