ଭୁବନେଶ୍ବର ସାଲିଆ ସାହିରେ ‘ସ୍ବଛତା ହିଁ ସେବା ଅଭିଯାନ’ ଆରମ୍ଭ
15/09/2018 at 11:49 AM

ଭୁବନେଶ୍ବର ୧୫|୯: ଆଜିଠୁ ଆରମ୍ଭ ହୋଇଛି ‘ସ୍ବଚ୍ଛତା ହିଁ ସେବା ଅଭିଯାନ’ । ଏହି ଅଭିଯାନ ୨ ଅକ୍ଟୋବର (ଗାନ୍ଧି ଜୟନ୍ତୀ) ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବର ସାଲିଆ ସାହିରେ ମଧ୍ୟ ‘ସ୍ବଛତା ହିଁ ସେବା ଅଭିଯାନ’ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ ସ୍ବଛତା ଅଭିଯାନରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସମ୍ବୋଧନ କରୁଥିବା ବେଳେ ସାଲିଆ ସାହିବାସୀ ସିଧାସଳଖ କଥା ହେବାର କାର୍ଯ୍ୟକ୍ରମ ରହିଛି ।
Related Posts
ନିଖୋଜର ୨ଦିନ ପରେ ମିଳିଲା ମୃତଦେହ, ହତ୍ୟା ନା ଆଉ କିଛି ?
13 April 2021