କମିଶନରେଟ୍ ପୋଲିସ୍‌ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କ ସ୍ବାବ୍ ଟେଷ୍ଟରେ ଆସିଲା ନେଗେଟିଭ୍

Published By : Prameya-News7 Bureau | April 29, 2020 IST

କଟକ୨୯/୪: କମିଶନରେଟ୍ ପୋଲିସ୍‌ର ବରିଷ୍ଠ ଅଧିକାରୀଙ୍କ ସ୍ବାବ ଟେଷ୍ଟିଂ କରାଯାଇଛି। ଟେଷ୍ଟିଂ ପାଇଁ ଯାଇଥିବା ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ଗତ ୨୭ ତାରିଖରେ ୧୨ ଜଣ ପୋଲିସ୍‌ ଅଧିକାରୀଙ୍କ ସ୍ବାବ ପଠାଯାଇଥିଲା। ​‌ସେମାନଙ୍କ ମଧ୍ୟରେ ୨ ଜଣ ଆଡିସିନାଲ ଡିସିପି,  ଜଣେ ଏସିପି ଓ ୯ ଜଣ ଇନସ୍ପେକ୍ଟର ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.