ଏସ୍.ଭି. ନିରତାରରେ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 23, 2021 IST

ନିଆଳି ୨୩।୭: କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ବାଇରୋଇ ଓଲଟପୁର ଗାଁରେ ଥିବା ଜାତୀୟ ସ୍ତରର ଦିବ୍ୟାଙ୍ଗ ଅନୁଷ୍ଠାନ ଏସଭି ନିରତାରରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏସ୍. ରାଜେଶ କୁମାର । ମୃତ ଛାତ୍ର ରାଜେଶ ଅକୁପେସନାଲ ଥେରାପିର ପିଜି ଛାତ୍ର ଥିଲେ। ସେ ହଷ୍ଟେଲରେ ରହୁଥିଲେ । ତେବେ ଆତ୍ମହତ୍ୟାର କାରଣ  ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଓଲଟପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.