Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଦୁଇ ସନ୍ତାନର ମାଆ ୪୦୦କୋଟି ଟଙ୍କା ନେଇ ଦେଇଥିଲେ ଛାଡ଼ପତ୍ର : ଏବେ ପୁଣି ପୁରୁଣା ସ୍ବାମୀଙ୍କୁ କରିପାରନ୍ତି ବିବାହ

1/02/2019 at 12:00 PM

ମୁମ୍ବାଇ ୧/୨: ଆଜିକାଲି ବଲିଉଡରେ ଅଧିକାଂଶ ସମୟରେ କୈାଣସି ନା କୈାଣସି ଷ୍ଟାରଙ୍କ ଆଫେୟାର,ବ୍ରେକଅପ୍ ଏବଂ ଛାଡ଼ପତ୍ରର ଖବର ଶୁଣିବାକୁ ମିଳୁଛି। ବଲିଉଡରେ ଯେତିକି ବିବାହ ହୋଇନଥାଏ ସେତିକି ଛାଡ଼ପତ୍ର ଦିଆନିଆ ହୋଇଥାଏ। ଠିକ୍ ଏପରି ଏକ ବିବାହ ବିଚ୍ଛେଦ ହ୍ରିତିକ୍ ରୋଶନ୍ ଏବଂ ସୁଜେନଙ୍କ ମଧ୍ୟରେ ହୋଇଥିଲା ଯାହା ବଲିଉଡର ସବୁଠୁ ମହଙ୍ଗା ବିବାହ ବିଚ୍ଛେଦ ଭାବେ ଜଣାଯାଏ। ସୁଜେନ୍ ଛାଡ଼ପତ୍ର ପାଇଁ ହ୍ରିତିକଙ୍କଠୁ ୪୦୦କୋଟି ଟଙ୍କା ନେଇଥିଲେ। ହ୍ରିତିକ୍ ରୋଶନ୍ ୨୦୦୦ମସିହାରେ ସୁଜୈନ୍ ଖାନଙ୍କୁ ବିବାହ କରିଥିଲେ। ୨୦୧୪ମସିହାରେ ଏହି ସୁନ୍ଦର ଯୋଡ଼ିଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏମାନଙ୍କର ଦୁଇଜଣ ପୁତ୍ର ସନ୍ତାନ ରହିଛନ୍ତି ଯେଉଁମାନେ ହ୍ରିତିକଙ୍କ ହେପାଜତରେ ଅଛନ୍ତି।

ନିକଟରେ ସୁଜୈନ ଖାନ୍ ନିଜ ପୂର୍ବତନ ସ୍ବାମୀ ହ୍ରିତିକ ଏବଂ ତାଙ୍କ ଦୁଇ ପୁଅଙ୍କ ସହ ଏକ ରେଷ୍ଟୁରାଣ୍ଟରେ ନଜର ଆସିଥିଲେ। ସୁଜୈନଙ୍କୁ ରେଷ୍ଟୁରାଣ୍ଟରୁ ବାହାରକୁ ବାହାରୁଥିବାବେଳେ ସ୍ବାମୀ ଏବଂ ଦୁଇ ପୁଅଙ୍କ ସହ ସ୍ପଟ୍ କରାଯାଇଥିଲା। ଏବଂ ଏହି ଫଟୋ ମଧ୍ୟ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରଥମ ଥର ଏମାନଙ୍କୁ ଏକାଠି ଦେଖାଯାଇନାହିଁ। ପୂର୍ବରୁ ବହୁତ ଥର ଏମାନଙ୍କୁ ଏକାଠି ଦେଖାଯାଇଛି। ଶୁଣାଯାଉଛି ଦୁହେଁ ପୁଣି ଥରେ ବିବାହ କରିବେ ବୋଲି ଯୋଜନା କରୁଛନ୍ତି। ଏହା ପଛରେ କାରଣ ହେଉଛି ତାଙ୍କ ଦୁଇ ପୁଅ।   

  

   Related Posts