Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ…

9/06/2020 at 10:54 AM

ଅନଗୁଳ୯/୬: ଚିତ୍ତୋଲପୁର ଗାଁରେ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ହେଲେ ସୁମନ୍ତି ସାହୁ, ତାଙ୍କ ବୟସ ୪୬ ବର୍ଷ। ମହିଳାଙ୍କ ବେକରେ ଏକ ଗାମୁଛ ଲାଗିଥିବା ଦେଖିବାକୁ ମିଳିଛି। ଏହାସହ ଘରର ଆସବାବପତ୍ର ଏବଂ ପଇସା ଏଣେତେଣେ ପଡି ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ଗତକାଲି ସୁମନ୍ତିର ସାବତ ପୁଅ ଧନେଶ୍ବର ସାହୁ ଘରକୁ ଆସିଥିଲେ, ଫେରାର ଅଛନ୍ତି। ଘଟଣାସ୍ଥଳରେ ପହଞ୍ଚି କଲିୟାରୀ ପୋଲିସ ତଦନ୍ତ ଆରମ୍ଭ କରିଛି

   Related Posts