Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଓ ବୟଫ୍ରେଣ୍ଡ ରୋମନ ଶାଲଙ୍କ ସହ ଏହି ରୋମାଣ୍ଟିକ୍ ଫଟୋ ଭାଇରାଲ

31/12/2019 at 3:36 PM

ନୂଆଦିଲ୍ଲୀ୩୧/୧୨: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ୍‌ ନିଜ ବୟଫ୍ରେଣ୍ଡ ରୋମନ ଶାଲଙ୍କ ସହ ଖୁସି​‌ରେ ଜୀବନ ଅତିବାହିତ କରୁଛନ୍ତି। କିଛି ଦିନ ତଳେ ଶାଲ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ସମୟରେ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଘୂରି ବୁଲୁଛି।

ସୋସିଆଲ ମିଡିଆରେ ପୋଷ୍ଟ୍ ହୋଇଥିବା ଫଟୋରେ ସୁସ୍ମିତା ସେନ ଓ ତାଙ୍କ ବୟଫ୍ରେଣ୍ଡ ରୋମନ ଶାଲଙ୍କ ରୋମାଣ୍ଟିକ୍‌ ଦୃଶ୍ୟ ରହିଛି। ଫଟୋ ପୋଷ୍ଟ କରି ଶାଲ ଲେଖିଛନ୍ତି ଯେ ବିଭିନ୍ନ ସମୟରେ ଅଲଗା ଅଲଗା ଷ୍ଟେଜ୍‌ରେ ଲୋକମାନଙ୍କୁ ସେ ଗୋଟିଏ ପ୍ରଶ୍ନ ପଚାରିଥାଆନ୍ତି। କିନ୍ତୁ ସେ ପଚାରିଥିବା ପ୍ରଶ୍ନର ଉତ୍ତର ପାଇ ନାହାନ୍ତି। ଆପଣଙ୍କ କ’ଣ ସମ୍ପୂର୍ଣ୍ଣ ଲାଗୁଛନ୍ତି କି? ତାଙ୍କ ପ୍ରଶ୍ନର ଉତ୍ତର ହେଉଛି ସୁସ୍ମତା ସେନ୍‌।  

ରୋମନ ଓ ସୁସ୍ମିତା ସେନ୍ ବିଭିନ୍ନ ସମୟରେ ରୋମାଣ୍ଟିକ ଫଟୋ ପୋଷ୍ଟ କରିଥାଆନ୍ତି।  ଶାଲଙ୍କ ପ୍ରଶ୍ନର ଗୋଟିଏ ଉତ୍ତର ହେଉଛନ୍ତି ସୁସ୍ମିତା ସେନ୍‌। ବଲିଉଡ୍‌ରେ ଶାଲ ଓ ଶୁସ୍ମିତା ସେନ୍ ଉଭୟଙ୍କୁ ସଫଳ ଯୋଡି ବୋଲି କୁହାଯାଏ। ସୁସ୍ମିତା ସେନ ନିଜ ଇନଷ୍ଟାଗ୍ରାମରେ ଦୁଇଜଣଙ୍କ ଫଟୋ ପୋଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଶୁସ୍ମିତା ସେନ ଲେଖିଛନ୍ତି ଯେ ସମସ୍ତଙ୍କ ପାଇଁ ଖୁସି ଜରୁରୀ ଅଟେ। ଶାଲ୍ ଓ  ଶୁସ୍ମିତା ଉଭୟ ବଲିଉଡ୍‌ର ସଫଳ ଯୋଡ଼ି ଭାବେ ବେଶ ପରିଚିତ।

   Related Posts