Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସୁସ୍ମିତା ସେନଙ୍କ ଘରକୁ ଆସିଲେ ନୂଆ ଅତିଥି: ଫଟୋ ସେୟାର କରି ଖୁସିଖବର ଦେଲେ ରାଜୀବ

1/11/2021 at 5:37 PM

ମୁମ୍ବାଇ ୦୧/୧୧ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଘରକୁ ନୂଆ ଅତିଥି ଆସିଛି। ସୁସ୍ମିତାଙ୍କ ଭାଇ ଓ ଟିଭି ଅଭିନେତ୍ରୀ ଚାରୁ ଅସୋପା ନିଜର ପ୍ରଥମ ଶିଶୁକୁ ଜନ୍ମ ଦେଇଛନ୍ତି। ସୁସ୍ମିତାଙ୍କ ଭାଇ ରାଜୀବ ସେନ ସୋସିଆଲ ମିଡ଼ିଆରେ ନବଜାତ ଶିଶୁ କନ୍ୟାର ଫଟୋ ସେୟାର କରିଛନ୍ତି। ନବଜାତ ଝିଅ ସହ ସେ ହସ୍ପିଟାଲର ପ୍ରଥମ ଫଟୋ ସେୟାର କରିଛନ୍ତି।

ରାଜୀବ ପତ୍ନୀ ଚାରୁଙ୍କ ସହ ମଧ୍ୟ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଚାରୁଙ୍କୁ ସ୍ନେହରେ ତାଙ୍କ ମଥାରେ କିସ କରୁଛନ୍ତି। ଫଟୋ ସେୟାର କରି ରାଜୀବ କହିଛନ୍ତି ଯେ ମା’ ଝିଅ ଦୁହେଁ ସୁସ୍ଥ ଅଛନ୍ତି।

ସୁସ୍ମିତା ସେନା ଓ ତାଙ୍କ ଭାଉଜ ଚାରୁଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଛି। ୨୦୧୯ ଜୁନ ୧୬ ରେ ଚାରୁ ରାଜୀବ ସେନଙ୍କୁ ବିବାହ କରିଥିଲେ।

   Related Posts