Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୁଶାନ୍ତଙ୍କୁ ପଦ୍ମଶ୍ରୀ ପୁରଷ୍କାର ପ୍ରଦାନ ପାଇଁ ଉଠିଲା ଦାବି, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ୟୁଜର୍

3/07/2021 at 3:03 PM

ନୂଆଦିଲ୍ଲୀ ୦୩/୦୭: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ୧ ବର୍ଷ ପୁରଣ ହୋଇଗଲାଣି କିନ୍ତୁ ଆଜିବି ଲୋକମାନେ ତାଙ୍କୁ ଭୁଲିନାହାଁନ୍ତି । ସେମାନେ ଏବେ ମଧ୍ୟ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି । କେବଳ ଏତିକି ନୁହେଁ ଫ୍ୟାନ୍ସମାନେ ଅଭିନେତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନୀତ କରିବାପାଇଁ ଦାବି କରୁଛନ୍ତି । ଯାହାକୁ ନେଇ ସୋସିଆଲ୍ ମିଡିଆରେ #padmashriforsushant ଟ୍ରେଣ୍ଡ୍ କରୁଛି । କିଛି ଫ୍ୟାନ୍ସମାନେ ମଧ୍ୟ ପଦ୍ମଶ୍ରୀ ପାଇଁ ଅଭିନେତାଙ୍କ ନାମାଙ୍କନ ପୂରଣ ।

PunjabKesari
PunjabKesari

ସୂଚନା ଅନୁଯାୟୀ, ପଦ୍ମଶ୍ରୀ ପୁରଷ୍କାରର ୱେବସାଇଟରେ ସୁଶାନ୍ତଙ୍କ ଫ୍ୟାନ୍ ଅଭିନେତାଙ୍କ ନାମାଙ୍କନ ପୂରଣ କରିଛନ୍ତି । ଯାହାର ସ୍କ୍ରିନସଟ୍ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହାବ୍ୟତୀତ ୟୁଜରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ।

PunjabKesari

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତ ସରକାରଙ୍କୁ ଆବେଦନ କରି ୟୁଜରମାନେ ବିହାରର ପୁତ୍ର ସୁଶାନ୍ତ ସିଂ ରାଜପୁତଙ୍କୁ ପଦ୍ମଶ୍ରୀ ଦେବାକୁ ସିନେମା ଜଗତକୁ ଦାବି କରିଛନ୍ତି । ୟୁଜରଙ୍କ ଅନୁଯାୟୀ, ଜଣେ ମହାନ ଅଭିନେତା ହୋଇଥିବାରୁ ସୁଶାନ୍ତ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି। । ଏଥର ସରକାର ତାଙ୍କ ନାମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉଚିତ୍।

   Related Posts