ନାମାଙ୍କନ ପତ୍ର ଦାଖଲ କଲେ ସୁଶାନ୍ତ ସିଂହ

Published By : Prameya-News7 Bureau | March 21, 2019 IST

ବରଗଡ ୨୧|୩ : ନାମାଙ୍କନ ପତ୍ର ଦାଖଲ କଲେ ସୁଶାନ୍ତ ସିଂହ । ବରଗଡ ଭଟ୍‌ଲି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁଶାନ୍ତ ସିଂହ । ବରଗଡ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତପିରାମ ମାଝୀଙ୍କ କାର୍ଯ୍ୟାଳୟରେ ଦୁଇ ସେଟ୍ ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁଶାନ୍ତ ।

{"id":95484}

ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.