Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||

ମେଷ ରାଶିରେ ପ୍ରବେଶ କରିବେ ରବି : ଆଜିଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ

14/04/2019 at 12:33 PM

ଭୁବନେଶ୍ୱର ୧୪/୪ : ଆଜି ରବି ରାଶି ପରିବର୍ତ୍ତନ କରୁଛନ୍ତି | ଆଜି ରବି ମୀନ ରାଶିରେ ପ୍ରବେଶ କରୁଛନ୍ତି | ଏହାର ପ୍ରଭାବ ସବୁ ରାଶି ଉପରେ ପଡିବ | ଆଜିଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୩ ରାଶିର ଶୁଭ ସମୟ ଆସିବା | ଏହି ସମୟରେ ଏହି ୩ ରାଶିର ବ୍ୟକ୍ତି ବିଶେଷଙ୍କ ସମସ୍ତ ଇଛା ପୁର୍ଣ ହେବ |


ଏହି ୩ ରାଶି ହେଲେ ମେଷ, କନ୍ୟା ଏବଂ ସିଂହ :
ଏହି ୩ ରାଶିର ବ୍ୟକ୍ତି ବିଶେଷ ଶୁଭ ଦିନ ଆଜିଠାରୁ ଆରମ୍ଭ ହେଉଛି | ଆଜିଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି ରାଶିର ଭାଗ୍ୟୋଦୟ ହେବ | ଏହାଛଡା ଦୈନନ୍ଦିନ ଜୀବନରେ ମଧ୍ୟ ନୂଆ ଏବଂ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ | ଏମାନଙ୍କ ଜୀବନରେ ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନା କରିବା ପାଇଁ ସୁଯୋଗ ମିଳିବ | ଏହି ସମୟ ମଧ୍ୟରେ ଏହି ୩ ରାଶିର ଜୀବନରେ ଆସିବାକୁ ଥିବା ସମସ୍ତ ଦୁଃଖ ଏବଂ ସମସ୍ୟାର ଅଂଟା ଘଟିବ | କିନ୍ତୁ ଏହି ୩ ରାଶିର ବ୍ୟକ୍ତି ବିଶେଷଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ | ସମୟ ସମୟରେ ଆପଣଙ୍କ ଜୀବନରେ ନୂଆ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ | ଏହି ସମୟରେ ଆପଣ ସଫଳତା ଲାଭ କରିବେ | ଆପଣଙ୍କ ଜୀବନ କଷ୍ଟ ଦୂର ହୋଇଯିବ |


କୁମ୍ଭ, ମକର : କୁମ୍ଭ ଏବଂ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଶୁଭ ସମୟ | ଏହି ସମୟ ମଧ୍ୟରେ ଏମାନଙ୍କ ଜୀବନରେ ଖୁସିର ସଂଚାର ହେବ | ଆପଣଙ୍କ ଜୀବନର ସବୁ ସମସ୍ୟାର ଅଂଟା ଘଟିବ | ବୁଝି ବିଚାରି କାମ କଲେ ଜୀବନରେ ଆଗକୁ ବଢିବେ | ମଝି ମଝିରେ ଆପଣଙ୍କ ଜୀବନରେ ନୂଆ ନୂଆ ପରିବର୍ତ୍ତନ ଦେଖାଦେବ | ଅପାଙ୍କ ସମୟ ସମୟରେ ନୂଆ ଚେତାବନୀର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ | ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ନିଜର କୀର୍ତ୍ତି ସ୍ଥାପନା କରିବେ | ଏହି ସମୟ ଆପଣଙ୍କୁ କିଛି ନୂଆ ଶିକ୍ଷା ଦେବ |

   Related Posts