Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ, ଆରମ୍ଭ ହେଲା ସର୍ଭେ ଓ ମାପଚୁପ

17/09/2019 at 3:19 PM

ପୁରୀ ୧୭।୯: ଗତକାଲିଠାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ପାଇଁ ଆରମ୍ଭ ହୋଇଛି ସର୍ଭେ ଓ ମାପଚୁପ । ଗତକାଲି ସିଂହଦ୍ବାର ଅଂଚଳରେ ସର୍ଭେ କରାଯାଇଥିବା ବେଳେ ଆଜି ପଶ୍ଚିମ ଓ ଉତ୍ତର ଦ୍ବାରର ସର୍ଭେ କାର୍ଯ୍ୟ କରାଯାଇଛି।

ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହ ନବନିଯୁକ୍ତ ୫ ଜଣ ଆଇଏଏସଙ୍କ ଉପସ୍ଥିତିରେ ଆଜି ମଧ୍ୟ ଏହି ସର୍ଭେ ଓ ମାପଚୁପ କାର୍ଯ୍ୟ କରାଯାଇଛି। ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ସର୍ଭେ କରୁଥିବା କର୍ମଚାରୀ ଏହି ମାପଚୁପ କାର୍ଯ୍ୟରେ ସାମିଲ ହୋଇଛନ୍ତି। ସର୍ଭେ ଓ ମାପଚୁପ କାର୍ଯ୍ୟ ଶେଷ ହେବାପରେ ଉଚ୍ଛେଦ ପ୍ରକ୍ରିୟା ଚାଲିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

   Related Posts