ଶତାଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ
23/12/2019 at 11:07 AM

ମାଲକାନଗିରି ୨୩।୧୨: ଲାଲ୍ବାହୀନିକୁ ଝଟ୍କା । ପୋଲିସ ନିକଟରେ ଶତାଧିକ ମାଓ ସମର୍ଥକ ଆତ୍ମ ସମର୍ପଣ କରିଛନ୍ତି । ପୋଲିସ ନିକଟରେ ୨୫୦ରୁ ଅଧିକ ମାଓ ସମର୍ଥକ ଆତ୍ମ ସମର୍ପଣ କରିଛନ୍ତି ।

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ୨୫୦ ଜଣ ମାଓ ସମର୍ଥକ ପୋଲିସ ନିକଟରେ ଆତ୍ମସମର୍ପଣ କହିଛନ୍ତି । ନକ୍ସଲଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଏହି ଆଦିବାସୀ ମାନେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା କରିଛନ୍ତି ମାଲକାନଗିରି ଏସ୍ପି । ଏମାନେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଗେଇ ଆସିଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021