Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ବିଶ୍ବ ରେକର୍ଡର ନିଶା : ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ କାରନାମା କରିଛନ୍ତି କିଛି ଲୋକ, ଦେଖନ୍ତୁ

16/12/2018 at 4:16 PM

 ୱାର୍ଲଡ଼ ରେକର୍ଡ କରିବାରେ କିଛିଲୋକଙ୍କର ଜବାବ ନାହିଁ। ଏମିତି କିଛି ଲୋକ ନିଜ କଳାରୁ ବିଚିତ୍ର ଚମତ୍କାର କରି ଲୋକଙ୍କୁ ଆଚମ୍ୱିତକରି ରେକର୍ଡ ଭାଙ୍ଗିଛନ୍ତି।


୧.ଏଜରବୀଜାନ ଦେଶରେ ଥିବା ଏତିବାରନାମକ ବ୍ୟକ୍ତି ଜଣେ କିକ୍ ବକ୍ସିଂ ପ୍ରଶିକ୍ଷକ। ବ୍ୟକ୍ତି ଜଣକ ନିଜ ଶରୀରରେ ସବୁଠୁ ଅଧିକ ଚାମଚ ଲଗେଇ ରଖିବା କ୍ଷେତ୍ରରେ ୱାର୍ଲଡ଼ ରେକର୍ଡ କରିଛନ୍ତି। ତାଙ୍କ ଶରୀରରେ ଗୋଟେ ବିଶେଷ ଚୁମ୍ୱକୀୟ ଶକ୍ତି ଅଛି।


୨. ଏହିପରି ଇଜିପ୍ଟର ଜଣେ ବାସିନ୍ଦାମୁସ୍ତାଫା ଇସମାଇଲ ଦୁନିଆର ଏକମାତ୍ର ବ୍ୟକ୍ତି ଯାହାର ବାହୁ ୩୧ ଇଂଚ। ଏହି କାରଣରୁ ମୁସ୍ତାଫାଙ୍କନାଁ ୱାର୍ଲଡ଼ ରେକର୍ଡରେ ସାମିଲ ହୋଇଛି।


୩. ଜର୍ମାନୀର ରାଫେଲ ବକହୋଲ୍ସ ଦୁନିଆର ପ୍ରଥମ ଏମିତି ମଣିଷ ଯିଏ ନିଜ ମୁହଁ ଉପରେ ୪୫୩ କଣା କରି ୱାଲର୍ଡ ରେକର୍ଡ କରିଛନ୍ତି।


୪. ସ୍ୱିଜରଲ୍ୟାଣ୍ଡର ଫ୍ରେଡିନାକ୍ ଜର୍ମାନୀରେ ଥିବା ସବୁଠୁ ଉଚ୍ଚା ପର୍ବତର (୨୯୬୨ମି) କେବଲ୍ କାରରେ ଚଢି ନିଜକୁ ବାଲଂନ୍ସ କରିବାରେୱାଲର୍ଡ ରେକର୍ଡ କରିଛନ୍ତି।

୫. ଜନ୍ ଈୱଂସ ନାମକ ଜଣେ ବ୍ୟକ୍ତିନିଜ ମୁଣ୍ଡ ଉପରେ ୧୫୯.୬ କିଲୋଗ୍ରାମର କାର ରଖି  ବିଶ୍ୱରେକର୍ଡ କରିଥିଲେ।୧୯୯୯ ମସିହାରେ ସେ ଏହି ରେକର୍ଡ କରିଛନ୍ତି ।

   Related Posts