Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଧାନ କିଣାରେ ଟୋକନ ବ୍ୟବସ୍ଥା ପ୍ରସଙ୍ଗ : ସୁରେଶ ପୁଝାରୀ କହିଲେ ମଣ୍ଡି ବ୍ୟବସ୍ଥାକୁ ନେଇ କୌଣସି ଭିତ୍ତିଭୂମି ନାହିଁ

20/11/2020 at 3:27 PM

ବରଗଡ ୨୦।୧୧: ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ପତିକ୍ରିୟା ରଖିଛନ୍ତି ଲୋକସଭା ସାଂସଦ ସୁରେଶ ପୁଝାରୀ  । ସେ କହିଛନ୍ତି ମଣ୍ଡି ବ୍ୟବସ୍ଥାକୁ ନେଇ କୌଣସି ଭିତ୍ତିଭୂମି ନାହିଁ । ମିଲର୍ସଙ୍କୁ ବସ୍ତାଏ ଧାନ ପିଛା ଦୁଇଟି ଲେଖାଏଁ ଗନିବ୍ୟାଗ ଯୋଗାଣ ବିଭାଗ ଯୋଗାଇ ଦେବାର ଆଇନ ରହିଛି । ତାହା ମଧ୍ୟ ଯୋଗାଇ ଦିଆ ଯାଉନାହିଁ । ମଣ୍ଡିରେ ଧାନ ଲୋଡିଂ ଅନ ଲୋଡିଂ ବ୍ୟବସ୍ଥା ସରକାର କରିବା କଥା ତାହା କରୁନାହଁନ୍ତି । ମିଲ୍ ମାଲିକଙ୍କ ଉପରେ ଚାଷୀଙ୍କ ଭାଗ୍ୟକୁ ସମର୍ପି ଦେଇଛନ୍ତି । ଫଳରେ ମିଲ୍ ମାଲିକ ଜିଲ୍ଲା ପ୍ରଶାସନକୁ ଖାତିର କରୁନାହାନ୍ତି । ମିଲ୍ ମାଲିକଙ୍କୁ ବାନ୍ଧିବାର କ୍ଷମତା ଥିଲେ ମଧ୍ୟ କ୍ଷମତାକୁ ବ୍ୟବହାର କରୁନାହାନ୍ତି ଜିଲ୍ଲା ପ୍ରଶାସନ ବୋଲି କହିଛନ୍ତି ସୁରେଶ ପୁଝାରୀ  ।

   Related Posts