Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଘରେ ନିଶ୍ଚୟ ଲଗାନ୍ତୁ ଏହି ଗଛ : ଆଉ ଖର୍ଚ୍ଚ ହେବ ନାହିଁ ଔଷଧ ପଛରେ ହଜାର ହଜାର ଟଙ୍କା

14/09/2019 at 1:58 PM

ଆମ ଆଖପାଖରେ ଏପରି ଅନେକ ଗଛ ରହିଛି,ଯେଉଁଗୁଡ଼ିକ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଏଗୁଡ଼ିକ ମଧ୍ୟରୁ ଟେବୁଲ ଗୋଲାପ ଅନ୍ୟତମ। ଏହି ଗଛଟି ହେଉଛି ଔଷଧୀୟ ଗୁଣର ଭଣ୍ଡାର। ଯଦି ଆପଣଙ୍କ ଘରେ ଏହି ଗଛ ନାହିଁ,ତେବେ ଏହାକୁ ତୁରନ୍ତ ଲଗାନ୍ତୁ। ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ

୧. ତ୍ବଚାର ଚମକ ବଢ଼ିଥାଏ : ଏହି ଗଛର ପତ୍ରକୁ ପେଶି ଏହାର ମିଶ୍ରଣକୁ ନିଜ ତ୍ବଚାରେ ଲଗାନ୍ତୁ,ଏହା ଦ୍ବାରା କିଛି ଦିନ ମଧ୍ୟରେ ଆପଣଙ୍କ ତ୍ବଚାର ରଙ୍ଗ ଗୋରା ହୋଇଯିବ। ଆପଣ ମଧ୍ୟ ଖୁବ୍ କମ୍ ଦିନ ମଧ୍ୟରେ ସୁନ୍ଦର ଦେଖାଯିବେ।

୨.କେଶ ପାଇଁ ଲାଭଦାୟକ : ଏଥିରେ ଭିଟାମିନ୍ ଇ ପ୍ରଚୁର ମାତ୍ରାରେ ରହିଥାଏ,ଏଥିପାଇଁ ଟେବୁଲ ଗୋଲାପର ପତ୍ରକୁ ପେଶି ଲଗାଇବା ଦ୍ବାରା କେଶ ଲମ୍ବା,ଘନ ଏବଂ ସୁନ୍ଦର ହୋଇଥାଏ।

୩. କ୍ଷତ ଶୀଘ୍ର ଶୁଖିଯାଇଥାଏ : ଟେବୁଲ ଗୋଲାପରେ ଆଣ୍ଟିବାୟୋଟିକ୍,ଆଣ୍ଟିଫଙ୍ଗଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମିଳିଥାଏ,ଏଥିପାଇଁ ଏହାର ପତ୍ରକୁ ପେଶି ଏହାର ପେଷ୍ଟ ଲଗାଇବା ଦ୍ବାରା ଘା ଶୀଘ୍ର ଶୁଖି ଯାଇଥାଏ।

   Related Posts