Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ଏଟିଏମ୍‌ରୁ ଟଙ୍କା ଉଠାଇବା ପୂର୍ବୁର ଠକାମିରୁ ବଞ୍ଚିବା ପାଇଁ ନିଶ୍ଚୟ ଦେଖନ୍ତୁ ଏହି ଭିଡିଓ

27/08/2019 at 8:39 PM

ନୂଆଦିଲ୍ଲୀ .- ଆପଣ ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି । ଏହି ଭିଡିଓକୁ ନିଶ୍ଚୟ ଦେଖନ୍ତୁ । ଏବେ ହାଇଟେକ୍‌ ଠକ୍‌ମାନେ ଅତି ଉନ୍ନତ ଉପାୟରେ ଏଟିଏମ୍‌ରୁ ଟଙ୍କୁ ଚୋରି କରୁଛନ୍ତି । ଏଥିପାଇଁ ହାଇଟେକ୍‌ ଗ୍ୟାଜେଟ୍‌ସ୍‌ ବି ବ୍ୟବାହର କରୁଛନ୍ତି । ଏଟିଏମ୍‌ କାର୍ଡ ଆପଣଙ୍କ ପାଖରେ ଥିଲେ ବି ଆକାଉଣ୍ଟରୁ ଟଙ୍କା ଗାୟବ ହେଇ ଯାଉଛି । ଦିଲ୍ଲୀରେ ଏପରି ଘଟଣା ହୋଇଥିଲା ।ଅନେକ ଲୋକଙ୍କ ଆକାଉଣ୍ଟୁରୁ ଟଙ୍କା ଚାଲିଯାଇଥିଲା । ଏବେ ଅର୍ଜୁନ ନଗରରେ ଜଣେ ବ୍ୟକ୍ତି ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଏଟିଏମ୍‌ ମେସିନ୍‌ରେ କିଛି ସନ୍ଦେହ ଜନକ ଜିନିଷ ଲାଗିଥିବା ଦେଖିଥିଲେ । ତାକୁ ଭିଡିବାରୁ ତାହା ଏକ କାର୍ଡ ସ୍କିମି ମେସିନ ବୋଲି ଜଣା ପଡିଥିଲା । କେବଳ ସେତିତି ନୁହଁ ଅତି ଚତୁରତାର ସହ ଏକ ଛୋଟ କ୍ୟାମେରା ବି ଲଗାଯାଇଥିଲା ।

ଏହା ସାହଯ୍ୟରେ ଠକମାନେ ଏଟିଏମ୍‌ କାର୍ଡର ତଥ୍ୟ ବା ଡିଟେଲ୍ସ ଓ ଆପଙ୍କ ପିନ୍‌ ନମ୍ବର ଚୋରି କରିନେଇଯାଆନ୍ତି ।

ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଏହି ଭିଡିଓ ସେୟାର କରାଯାଇଛି । ଉତ୍ତରପ୍ରଦେଶ ପୁଲିସର ଅତିରିକ୍ତ ଏସ୍‌ପି ରାହୁଲ ଶ୍ରୀବାସ୍ତବ ଏହାକୁ ସେୟାର କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ

ଚଳିତ ବର୍ଷ ଏସ୍‌ବିଆଇରୁ ସ୍କିମିଂ ଚୋରିକୁ ରୋକିବା ପାଇଁ ଏଟିଏମ୍‌ରୁ ଟଙ୍କା ଉଠାଣକୁ ୪୦ହଜାରରୁ ୨୦ ହଜାରକୁ ହ୍ରାସ କରାଯାଇଥିଲା। ଏବେ ଏସ୍‌ବିଆଇ ୟୋନୋରେ କାର୍ଡଲେସ୍ କ୍ୟାସ ଓ୍ୱିଥଡ୍ରଲା ସେବା ଆରମ୍ଭ କରିଛି । କାନାରା ବ୍ୟାଙ୍କ ବି ଏଟିଏମ୍‌ରୁ ଟଙ୍କା ଉଠାଣ ବେଳେ ଓଟିପି ସେବା ଆରମ୍ଭ କରିଛି।

   Related Posts