Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ପୁରୀ ଶ୍ରୀମନ୍ଦିର ସଂସ୍କାର ମାମଲା : ଆଜି ସୁପ୍ରିମକୋର୍ଟର ୩ଜଣିଆ ଖଣ୍ଡପୀଠରେ ଶୁଣାଣି

17/09/2019 at 9:30 AM

ନୂଆଦିଲ୍ଲୀ ୧୭।୯: ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲା । ଆଜି ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ ପି ଆର ଗାୱାଇ ଏବଂ  ଜଷ୍ଟିସ ଏମ ଆର ଶାହାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ମନ୍ଦିରର ଚତୁପାର୍ଶ୍ବରୁ ୭୫ମିଟର ଉଚ୍ଛେଦ ସଂପର୍କିୟ ରିପୋର୍ଟ ଦାଖଲ କରିପାରନ୍ତି ଆମିକସ କ୍ୟୁରି ରଞ୍ଜିତ କୁମାର ଓ ପ୍ରିୟା ହିଙ୍ଗୁରାନି ।  କୋର୍ଟଙ୍କ ନିର୍ଦେଶ କ୍ରମେ ଗତ ୯ ଓ ୧୦ତାରିଖରେ ପୁରୀ ଗସ୍ତ କରିଥିଲେ  ଆମିକସ କ୍ୟୁରି ।

   Related Posts