ସୁପ୍ରିମକୋର୍ଟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ

Published By : Prameya-News7 Bureau | February 04, 2019 IST

ନୂଆଦିଲ୍ଲୀ ୪|୨: ସୁପ୍ରିମକୋର୍ଟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ସବ୍ୟସାଚୀଙ୍କ ନାମରେ ୧୧୫ରୁ ଅଧିକ ମାମଲା ରହିଛି । ପୂର୍ବରୁ ଜେଲରେ ଥିବା ସବ୍ୟସାଚୀଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ସବ୍ୟସାଚୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.