Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସୁପ୍ରିମ କୋର୍ଟରେ ତେଲେଙ୍ଗାନା ଏନକାଉଣ୍ଟର ମାମଲାର ଶୁଣାଣି : ୬ମାସ ମଧ୍ୟରେ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ

12/12/2019 at 12:29 PM

ନୂଆଦିଲ୍ଲୀ ୧୨/୧୨: ସୁପ୍ରିମ କୋର୍ଟ ଆଜି ତେଲେଙ୍ଗାନା ଏନକାଉଣ୍ଟର ଉପରେ ଶୁଣାଣି କରିଛନ୍ତି। ଏଥିରେ ମୁଖ୍ୟ ବିଚାରପତି ଏକ ସ୍ବତନ୍ତ୍ର ଯାଞ୍ଚ ଆୟୋଗ ଗଠନ କରିବାକୁ ଆଦେଶ ଦେଇଛନ୍ତି। ଏଥିରେ ୩ଜଣ ସଦସ୍ୟ ସାମିଲ ହେବେ। ଅବସରପ୍ରାପ୍ତ ବିଚାରପତି ବିଏସ୍ ସିରପୁରକର ଏହି ଆୟୋଗର ନେତୃତ୍ବ ନେବେ। ଏହି ଆୟୋଗକୁ ୬ମାସ ଭିତରେ ନିଜ ଯାଞ୍ଚ ରିପୋର୍ଟ ଦେବାକୁ ପଡ଼ିବ। ଯାଞ୍ଚ ଆୟୋଗର ୩ସଦସ୍ୟଙ୍କୁ ସିଆରପିଏଫର ସୁରକ୍ଷା ପ୍ରଦାନ କରାଯିବ। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଏସ ଏ ବୋବଡେ,ଜଷ୍ଟିସ୍ ଏସ୍ ଅବଦୁଲ୍ ନଜୀର ଏବଂ ଜଷ୍ଟିସ୍ ସଞ୍ଜୀବ ଖାନ୍ନାର ୩ଜଣିଆ ଖଣ୍ଡପୀଠ କରିଥିଲେ।

ତେଲେଙ୍ଗାନାରେ ପଶୁ ଚିକିତ୍ସିକାଙ୍କୁ ଦୁଷ୍କର୍ମ କରିଥିବା ୪ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଏନକାଉଣ୍ଟର କରିଥିବା ମାମଲାରେ ସୁପ୍ରିମ କୋର୍ଟରେ ଶୁଣାଣି ଚାଲିଛି।

   Related Posts