Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ଲୁହାପଥର ଖଣି ଆବଣ୍ଟନ ମାମଲା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ଆମିକସ୍ କ୍ୟୁରି ନିଯୁକ୍ତ

16/04/2019 at 12:14 PM

ନୂଆଦିଲ୍ଲୀ ୧୬|୪: ଲୁହାପଥର ଖଣି ଆବଣ୍ଟନ ମାମଲାରେ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ଏବଂ ଓଡ଼ିଶା ସରକାର ସମେତ କର୍ଣ୍ଣାଟକ ଝାଡ଼ଖଣ୍ଡ ସରକାର ଏବଂ ସିବିଆଇକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି।

୬ ଲକ୍ଷ କୋଟି ଟଙ୍କାର ଲୁହାଖଣି ଆବଣ୍ଟନ ମାମଲାରେ ଏହି ନୋଟିସ୍ ଜାରି କରାଯାଇଛି। ଜଷ୍ଟିସ ଏସ ଏ ବୋବଡେଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଥିବା ବେଳେ ଆମିକସ୍ କ୍ୟୁରି ନିଯୁକ୍ତ କରିଛନ୍ତି। ବରିଷ୍ଠ ଆଇନଜୀବୀ ପିଏସ୍ ନରସିଂହା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଛନ୍ତି।

   Related Posts