କନ୍ଧମାଳ ଦଙ୍ଗା ପୀଡିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ମାମଲା ; ୨ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

Published By : Prameya-News7 Bureau | December 07, 2018 IST

ନୂଆଦିଲ୍ଲୀ ୦୭|୧୨: ଆଜି ସୁପ୍ରିମକୋର୍ଟରେ କନ୍ଧମାଳ ଦଙ୍ଗା ପୀଡିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ରଖିବାକୁ ୨ ସପ୍ତାହ ସମୟ ମାଗିଛନ୍ତି ଆବେଦନକାରୀ । ପ୍ରତିଜବାବ ୨ ସପ୍ତାହରେଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୨ସପ୍ତାହ ପରେ କରାଯିବ। ଜଷ୍ଟିସ ଉଦୟଉମେଶ ଲଲିତଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.