Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କନ୍ଧମାଳ ଦଙ୍ଗା ପୀଡିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ମାମଲା ; ୨ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ ୦୭|୧୨: ଆଜି ସୁପ୍ରିମକୋର୍ଟରେ କନ୍ଧମାଳ ଦଙ୍ଗା ପୀଡିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ସତ୍ୟପାଠ ଉପରେ ପ୍ରତିଜବାବ ରଖିବାକୁ ୨ ସପ୍ତାହ ସମୟ ମାଗିଛନ୍ତି ଆବେଦନକାରୀ । ପ୍ରତିଜବାବ ୨ ସପ୍ତାହରେଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୨ସପ୍ତାହ ପରେ କରାଯିବ। ଜଷ୍ଟିସ ଉଦୟଉମେଶ ଲଲିତଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି।

79 Views

   You May Also Like