Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଦିଲ୍ଲୀରେ ବଢୁଛି ପ୍ରଦୂଷଣ : ସୁପ୍ରିମକୋର୍ଟରେ ଶୁଣାଣି

6/11/2019 at 11:25 AM

ନୂଆଦିଲ୍ଲୀ  ୬।୧୧:  ଦିଲ୍ଲୀରେ ବଢୁଥିବା  ପ୍ରଦୂଷଣକୁ ନେଇ  ଆଜି  ସୁପ୍ରିମକୋର୍ଟରେ  ଶୁଣାଣି  ।  ଗତ ସୋମବାର ଦିନ ହୋଇଥିବା   ଶୁଣାଣିରେ  ସୁପ୍ରିମକୋର୍ଟ  ପଞ୍ଜାବ,  ହରିୟାଣା ଏବଂ ୟୁପିର ମୁଖ୍ୟ ସଚିବ ମାନଙ୍କୁ  ତଲବ କରିଥିଲେ । ପ୍ରଦୂଷଣର ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ବାବଦରେ ସବିଶେଷ ରିପୋର୍ଟ  ମଧ୍ୟ ମାଗିଛନ୍ତି କୋର୍ଟ ।

ସେହିପରି ଦିଲ୍ଲୀ  ସରକାର  ଅଡ ଇଭେନ ଫର୍ମୁଲା ଲାଗୁ କରିବା ଦ୍ବାରା କେତେ ଫାଇଦା ମିଳିଛି ସେ ନେଇ ମଧ୍ୟ  ତଥ୍ୟ ମାଗିଛନ୍ତି କୋର୍ଟ । ସେ ନେଇ ମଧ୍ୟ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହେବ । ସେପଟେ  ଆଜି  ଦିଲ୍ଲୀରେ  ସମସ୍ତ  ସ୍କୁଲ ଖୋଲିଛି ।  ପିଲାମାନେ  ସ୍କୁଲକୁ ମାକ୍ସ  ପିନ୍ଧି ଯାଉଥିବା ଦେଖିବାକୁ ମିଳିଛି ।

   Related Posts