Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଜାମିୟା ଗୁଳିକାଣ୍ଡ : ୧୦ହଜାର ଟଙ୍କାରେ ଦେଶୀ ବନ୍ଧୁକ କିଣିଥିଲା ଅଭିଯୁକ୍ତ ,ଆଧାର କାର୍ଡ଼ ଦେଖି ପୋଲିସ୍ ହେଲା ଆଶ୍ଚର୍ଯ୍ୟ

1/02/2020 at 12:14 PM

ନୂଆଦିଲ୍ଲୀ ୧/୨: ଜାମିଆ ଗୁଳିକାଣ୍ଡରେ ଫାୟାରିଙ୍ଗ୍ କରିଥିବା ଅଭିଯୁକ୍ତ ୧୦ହଜାର ଟଙ୍କାରେ ଦେଶୀ ବନ୍ଧୁକ କିଣିଥିଲା। ପୋଲିସକୁ ଏହି ସୂଚନା ମିଳିଛି। ଅଭିଯୁକ୍ତକୁ ୧୪ଦିନ ପାଇଁ କଟକଣାତ୍ମକ ହେପାଜତରେ ପଠାଇ ଦିଆଯାଇଛି।

ପୋଲିସର କହିବା ଅନୁସାରେ ଦଶମ ଶ୍ରେଣୀର ମାର୍କଶିଟ୍ ଏବଂ ଆଧାର କାର୍ଡ଼ରେ ନାମାଙ୍କିତ ହୋଇଥିବା ବୟସ ହିସାବରେ ସେ ଜଣେ ନାବାଳକ।

ଯଦି କୋର୍ଟ ତରଫରୁ ଅନୁମତି ମିଳେ ତେବେ ଅଭିଯୁକ୍ତ ନାବାଳକର ବୟସ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଯାଞ୍ଚ କରାଯିବ।

ଆଜାମୀ ୧୪ଦିନ ଯାଏଁ ପୋଲିସ୍ ଅଭିଯୁକ୍ତ ନାବାଳକକୁ ପଚରାଉଚୁରା କରିବାରେ ସକ୍ଷମ ହୋଇପାରିବ ନାହିଁ।

   Related Posts