ଟ୍ରାକ୍‌ରେ ଗଡିଲା ସୁପର୍ ଆନାକୋଣ୍ଡା

Published By : Prameya-News7 Bureau | July 01, 2020 IST

ଝାରସୁଗୁଡା, ୦୧|୦୭:  ଭାରତୀୟ   ରେଳବାଇର ସୁପର ଆନାକୋଣ୍ଡା ପ୍ରଥମ ଥର ପାଇଁ ଟ୍ରାକରେ ଗଡ଼ିଛି। ରେଳବାଇରେ ପ୍ରଥମ ଥର ପାଇଁ ୩ଟି ଇଂଜିନ ସହ ଶତାଧିକ ବଗିରେ ମାଲ ପରିବହନ ହୋଇଛି ।

{"id":294568,"width":687,"height":487,"sizeSlug":"large"}

ଏହି ଟ୍ରେନରେ ତିନୋଟି ଇଞ୍ଜିନ ସହ ୧୭୭ଟି ବଗି ରହିଛି । ଏଥିରେ ରେଳବାଇ ମାଲ୍ ପରିବହନ କରିଛି । ଝାରସୁଗୁଡା ଜିଲ୍ଲା ଲଜକୁରା ଏମସିଏଲ କୋଇଲା ଖଣିରୁ ଏହି ସୁପର ଆନାକୋଣ୍ଡା  ରାଉରକେଲାକୁ ଯାଇଛି। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.