Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଟ୍ରାକ୍‌ରେ ଗଡିଲା ସୁପର୍ ଆନାକୋଣ୍ଡା

1/07/2020 at 10:26 PM

ଝାରସୁଗୁଡା, ୦୧|୦୭:  ଭାରତୀୟ   ରେଳବାଇର ସୁପର ଆନାକୋଣ୍ଡା ପ୍ରଥମ ଥର ପାଇଁ ଟ୍ରାକରେ ଗଡ଼ିଛି। ରେଳବାଇରେ ପ୍ରଥମ ଥର ପାଇଁ ୩ଟି ଇଂଜିନ ସହ ଶତାଧିକ ବଗିରେ ମାଲ ପରିବହନ ହୋଇଛି ।

ଏହି ଟ୍ରେନରେ ତିନୋଟି ଇଞ୍ଜିନ ସହ ୧୭୭ଟି ବଗି ରହିଛି । ଏଥିରେ ରେଳବାଇ ମାଲ୍ ପରିବହନ କରିଛି । ଝାରସୁଗୁଡା ଜିଲ୍ଲା ଲଜକୁରା ଏମସିଏଲ କୋଇଲା ଖଣିରୁ ଏହି ସୁପର ଆନାକୋଣ୍ଡା  ରାଉରକେଲାକୁ ଯାଇଛି। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି।

   Related Posts