Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଜାଣନ୍ତୁ କରନଜିତ ବୋହରାରୁ କେମିତି ହେଲେ ସନି ଲିୟୋନୀ

22/06/2019 at 3:36 PM

ଏକଦା ଆମେରିକୀୟ ପର୍ଣ୍ଣ ଫିଲ୍ମ ଜଗତରେ ଛାଇଯାଇଥିବା ନାୟିକା ସନି ଲିୟୋନୀଙ୍କର ଏହା ବାସ୍ତବ ନାମ ନୁହେଁ। ତେବେ ଅଧିକ ଅର୍ଥ ରୋଜଗାର ଲାଳସାରେ ନିଜ ଇଚ୍ଛାରେ ଇଣ୍ଡଷ୍ଟ୍ରିରେ ଯୋଗଦେଇଥିବା ନାୟିକାଙ୍କ  ଏହି ଛଦ୍ମ ନାମ ତାଙ୍କ ଭାଇଙ୍କଠାରୁ ହିଁ ତାଙ୍କୁ ମିଳିଥିଲା।ହୁଏତା ଏହା ଆପଣଙ୍କୁ ଆଶ୍ଟର୍ଯ୍ୟ କରିପାରେ ହେଲେ ବି ସତ୍ଯ। ସନ୍ଦୀପ ବୋହରା  ସନିଙ୍କ ଭାଇ। ସେ ଯେଉଁ ଘରେ ରହୁଥିଲେ ସେ ଘରର ନାମ ଥିଲା ‘ସନି’। ସେହି ଘରର ନାମାନୁସାରେ ଇଣ୍ଡଷ୍ଟ୍ରିରେ କରନଜିତ ନିଜକୁ ପରିଚିତ କରାଇଥିଲେ। ତାଙ୍କ ନିଜ ନାମ ଅସ୍ତିତ୍ୱ ହରାଇଥିବା ବେଳେ ସନି ଲିଓନି ଭାବେ ସେ ଢେର ଅର୍ଥ ଓ ପ୍ରାଚୁର୍ଯ୍ୟ ହାସଲ କରିବାରେ ସମର୍ଥ ହୋଇଛନ୍ତି।

ତେବେ କେବଳ ସନି ନୁହଁନ୍ତି ତାଙ୍କ ଭାଇ ମଧ୍ୟ କମ୍ ଅର୍ଥ ରୋଜାଗାର କରିନାହାନ୍ତି । ସନିଙ୍କ ଦସ୍ତଖତ ଥିବା ପୋଷ୍ଟର ବିକି ସନ୍ଦୀପ ପ୍ରଚୁର ଅର୍ଥ କମାଇଥିଲେ। ଘରେ ସନିଙ୍କ ଅଟୋଗ୍ରାଫ ଥିବା ଏକ ପୋଷ୍ଟର ଲଗାଇଥିଲେ ସନ୍ଦୀପ। ତାକୁ ବେଶ ଉଚ୍ଚଦରରେ କ୍ରୟ କରିନେଇଥିଲେ ତାଙ୍କର ଜଣେ ବନ୍ଧୁ। ଯେଉଁଥିରୁ ସନ୍ଦୀପ ଙ୍କ ମନକୁ ଭଉଣୀଙ୍କ ପୋଷ୍ଟର ଛାପି ବିକିବାର ବୁଦ୍ଧି ଜୁଟିଯାଇଥିଲା। ଏଥିରୁ ସେ ପ୍ରଚୁର ଆୟ କରିଥିଲେ। ତେବେ ରିୟଲିଟି ଟିଭି ସୋ ପାଇଁ ଭାରତ ଆସିବା ପରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରୁ ସନିଙ୍କ ମୋହଭଙ୍ଗ ହୋଇଥିଲା।

ବଲିଉଡ୍ ଫିଲ୍ମ ପାଇଁ ତାଙ୍କୁ ପ୍ରଥମେ ମହେଶ ଭଟ୍ଟ ଅଫର ଦେଇଥିଲେ। ତେବେ ଏଥିପାଇଁ ସେ ଯେତିକି ପାରଶ୍ରମିକ ଦାବି କରଥିଲେ ମହେଶଙ୍କ ହୋସ ଉଡିଯାଇଥିଲା। ତେବେ ସନି ମହେଶ ଭଟ୍ଟଙ୍କ ଫିଲ୍ମ ଜିସ୍ମ -୨ରେ ବଲିଉଡ୍ ଡେବ୍ୟୁ କରିଥିଲେ। ପରେ ତାଙ୍କ ପଛ୍ରରେ ଏବେ ପ୍ରୋଜେକ୍ଟ ଧାଡି ଲାଗିଯାଇଥିବା ବେଳେ ପର୍ଣ୍ଣ ଫିଲ୍ମ ଦିନକୁ ଭୁଲିଯାଇଛନ୍ତି।  

   Related Posts