Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୧୬ ବର୍ଷ ବୟସରେ ଖୁବ ସୁନ୍ଦର ଦେଖାଯାଉଥିଲେ ସନ୍ନି ଲିୟନି, ଦେଖନ୍ତୁ ଫଟୋ

22/09/2019 at 1:39 PM

ମୁମ୍ବାଇ୨୨|୯: ସନ୍ନି ଲିୟନି, କରନଜୀତ କୌର ଭୋରା ନାଁରେ ମଧ୍ୟ ପରିଚିତା।ପ୍ରଥମେ ସାକ୍ଷାତକାର ସମୟରେ ସେ ବହୁତ ଲାଜ କରୁଥିଲେ।ହେଲେ ଏବେ ସେ ଆଉ ସେମିତି ନାହାନ୍ତି। ସନ୍ନି ଆଜି ଯେତିକି ସୁନ୍ଦର ଠିକ୍‌ ସେତିକି ସୁନ୍ଦର ସେ ତାଙ୍କ ୧୬ ବର୍ଷ ବୟସରେ ମଧ୍ୟ ଥିଲେ।ସେତେବେଳେ ସେ ବହୁତ କ୍ୟୁଟ୍‌ ଦେଖାଯାଉଥିଲେ।

ସନ୍ନୀଙ୍କ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ବେଶ ସଂଘର୍ଷମୟ ଓ କଷ୍ଟକର ଥିଲା । ସନ୍ନି ତାଙ୍କ ନିଜ ଇଚ୍ଛାରେ ଆଡଲ୍‌ଟ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ସେ ଏହି ଇଣ୍ଡଷ୍ଟ୍ରୀରେ ପାଦ ଦେଉ ଦେଉ ହିଟ୍‌ ହୋଇଥିଲେ । ବଲିଉଡରେ ଏଣ୍ଟ୍ରି କରିଲା ପରେ ମଧ୍ୟ ସେ ଅନେକ ସମସ୍ୟାର ସାମ୍ନା କରିଛନ୍ତି।

ବୋଲ୍ଡନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଭାବେ ଜଣା ଶୁଣା। ବହୁ କଷ୍ଟ ଓ ଅପମାନର ସାମ୍ନା କରିଲା ପରେ ଆଜି ସେ ଜଣେ ନାମିଦାମୀ ଅଭିନେତ୍ରୀ ହେବାରେ ସଫଳ ହୋଇଛନ୍ତି।

ଆଡଲ୍ଟ ଇଣ୍ଡଷ୍ଟ୍ରିରୁ ଆସିଥିବାରୁ ପ୍ରଥମେ ତାଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିଥିଲା।

ଏବେ ସମସ୍ତଙ୍କୁ ପଛରେ ପକାଇ ଅପୂର୍ବ ସଫଳତା ହାସଲ କରିଛନ୍ତି। ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି ସନ୍ନି ।ତାଙ୍କ ଆଇଟମ୍‌ ସଂଗ ଅଧିକାଂଶ ସମୟରେ ହିଟ୍‌ ହୋଇଥାଏ। ଏବେ ବଲିଉଡ ସହ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରୁଛନ୍ତି।

ସନ୍ନି ଲିୟନି ସୋସିଆଲ୍‌ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ଅଧିକାଂଶ ସମୟରେ ସେ ତାଙ୍କ ପରିବାରର ଫଟୋ ସେୟାର କରନ୍ତି। ସନ୍ନି ନିଜ ପ୍ରେମିକ ଡାନିୟଲଙ୍କୁ ବିବାହ କରି ବେଶ ଖୁସିରେ ଅଛନ୍ତି।

ତାଙ୍କ ବିବାହିତ ଜୀବନ ବେଶ ସୁଖମୟ ରହିଛି।ସେ ନିଜ ଛୋଟ ପରିବାର ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଅନେକ ସାକ୍ଷାତକାରରେ ସନ୍ନି କହିଛନ୍ତି ଯେ, ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲ ପାଆନ୍ତି।  

   Related Posts