Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ସନ୍ନି ଲିଓନୀଙ୍କ ପିଠିରୁ ଛାଡ଼ିଲା ଚମଡ଼ା, ଦର୍ଶକ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ପୂରା ଭିଡିଓ

26/02/2020 at 7:48 PM

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ପିଠିରେ ନୂଆ ଚମଡ଼ା। କିଛିଦିନ ହେବ ପିଲ୍ମ ଦୁନିଆରୁ ସନ୍ନି ଦୂରେଇ ରହିଛନ୍ତି।ତାଙ୍କ ପିଠିରୁ ଚମଡ଼ା ଛାଡ଼ିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। କିନ୍ତୁ ସନ୍ନିଙ୍କ ପିଠିରେ କଣ ହୋଇଛି? କାହିଁକି ସନ୍ନୀଙ୍କ ଏପରି ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ବାସ୍ତବ​‌ରେ ସନ୍ନିଙ୍କ ପିଠିରେ ଲାଗିଥିବା ଚମଡ଼ା ନୁହେଁ ବରଂ ଏକ ମେକଅପ ପ୍ୟାକ୍‌। ଏକ ଫଟୋସୁଟ୍ କାର୍ଯ୍ୟକ୍ରମରେ ସନ୍ନି ନିଜ ପିଠିରେ ଏପରି ମେକଅପ ପ୍ୟାକ୍ ଲଗାଇଥିଲେ। ମେକ୍ଅପ୍ ଶେଷ ହେବା ପରେ ପୁଣି ବାହାର କରାଯାଉଛି। ସୋସିଆଲ ମିଡିଆର ସନ୍ନିଙ୍କ ଏଭଳି ମେକ୍‌ଅପ୍ ବେଳର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ମେକ୍‌ଅପ୍ ଆର୍ଟିଷ୍ଟ ସନ୍ନିଙ୍କ ପିଠିରେ କୁତ୍ରିମ ଚମଡା ଲଗାଉଥିବା ଦେଖିବାକୁ ମିଳିଛି ।

   Related Posts