Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ସନି ଲିଓନିଙ୍କ ଲାଇଭ ଚାଟ୍ : ଶୀଘ୍ର ନିଜ ମନର କଥା କହିବେ ସନି , ଇନଷ୍ଟାଗ୍ରାମରେ କିସ୍ କରି ଦେଲେ ସଙ୍କେତ

3/04/2020 at 10:57 AM

ମୁମ୍ବାଇ ୩/୪: କରୋନା ଭାଇରସ୍ ଯୋଗୁଁ ପୂରା ଦେଶରେ ଲକଡାଉନ୍ ଚାଲିଛି। ଫିଲ୍ମ ଏବଂ ଟିଭି ଷ୍ଟାର୍ସ ମଧ୍ୟ ଲକଡାଉନ୍ ପାଳନ କରୁଛନ୍ତି। ଫ୍ୟାନ୍ସ ଏହି ସମୟରେ ଷ୍ଟାର୍ସଙ୍କ ନୂଆ ଫଟୋ ଦେଖି ପାରୁନାହାନ୍ତି କାରଣ କେହି ଷ୍ଟାର୍ କୌଣସି ଇଭେଣ୍ଟ କିମ୍ବା ପ୍ରୋଗ୍ରାମରେ ଅଂଶଗ୍ରହଣ କରୁନାହାନ୍ତି।

View this post on Instagram

Kiss kiss!! Morning everyone!

A post shared by Sunny Leone (@sunnyleone) on

ବଲିଉଡ ଅଭିନେତ୍ରୀ ସନି ଲିଓନି ମଧ୍ୟ ଏଥିରୁ ଜଣେ। ସନି ଲିଓନି ଲକଡାଉନରେ ଫ୍ୟାନ୍ସଙ୍କ ପୂରା କେୟାର ରଖୁଛନ୍ତି ଏବଂ ଲଗାତାର ନିଜ ଫଟୋ ସେୟାର କରୁଛନ୍ତି।।ଏବେ ସନି ଲିଓନି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଦିଓ୍ବାନା ହୋଇଯିବେ। ସନି ଲିଓନି ଏହି ଭିଡିଓରେ ନିଜ ଫ୍ୟାନ୍ସଙ୍କୁ ଏୟାର କିସ୍ ଦେଉଥିବା ନଜର ଆସିବେ। ତାଙ୍କ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରିଛନ୍ତି।

ସନି ଲିଓନି ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ଭିଡିଓ ସେୟାର କରି ଲେଖିଛନ୍ତି,‘ କିସ୍,କିସ୍!! ସମସ୍ତଙ୍କୁ ସୁପ୍ରଭାତ’। ସେୟାରିଂ ସହ ସନିଙ୍କ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସନି ଭିଡିଓରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ସନି ନିକଟରେ ନିଜର ଏକ ଡିଜିଟାଲ୍ ଚ୍ୟାଟ୍ ଶୋ ଲଞ୍ଚ କରିଛନ୍ତି। ଏହି ଚ୍ୟାଟ ଶୋ ର ଟାଇଟଲ୍ ହେଉଛି ଲକଡ ଅପ୍ ଓ୍ବିଥ ସନି। ସନି ଲିଓନି ପ୍ରତିଦିନ ଏକ ଲାଇଭ ଚ୍ୟାଟ୍ କରିବେ।

   Related Posts