ସନି ଲିଓନିଙ୍କ ଲାଇଭ ଚାଟ୍ : ଶୀଘ୍ର ନିଜ ମନର କଥା କହିବେ ସନି , ଇନଷ୍ଟାଗ୍ରାମରେ କିସ୍ କରି ଦେଲେ ସଙ୍କେତ

Published By : Prameya-News7 Bureau | April 03, 2020 IST

ମୁମ୍ବାଇ ୩/୪: କରୋନା ଭାଇରସ୍ ଯୋଗୁଁ ପୂରା ଦେଶରେ ଲକଡାଉନ୍ ଚାଲିଛି। ଫିଲ୍ମ ଏବଂ ଟିଭି ଷ୍ଟାର୍ସ ମଧ୍ୟ ଲକଡାଉନ୍ ପାଳନ କରୁଛନ୍ତି। ଫ୍ୟାନ୍ସ ଏହି ସମୟରେ ଷ୍ଟାର୍ସଙ୍କ ନୂଆ ଫଟୋ ଦେଖି ପାରୁନାହାନ୍ତି କାରଣ କେହି ଷ୍ଟାର୍ କୌଣସି ଇଭେଣ୍ଟ କିମ୍ବା ପ୍ରୋଗ୍ରାମରେ ଅଂଶଗ୍ରହଣ କରୁନାହାନ୍ତି।

wp:core-embed/instagram {"url":"https://www.instagram.com/p/B-dtbt9jswL/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""}
https://www.instagram.com/p/B-dtbt9jswL/?utm_source=ig_embed&utm_campaign=embed_video_watch_again
/wp:core-embed/instagram

ବଲିଉଡ ଅଭିନେତ୍ରୀ ସନି ଲିଓନି ମଧ୍ୟ ଏଥିରୁ ଜଣେ। ସନି ଲିଓନି ଲକଡାଉନରେ ଫ୍ୟାନ୍ସଙ୍କ ପୂରା କେୟାର ରଖୁଛନ୍ତି ଏବଂ ଲଗାତାର ନିଜ ଫଟୋ ସେୟାର କରୁଛନ୍ତି।।ଏବେ ସନି ଲିଓନି ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଦିଓ୍ବାନା ହୋଇଯିବେ। ସନି ଲିଓନି ଏହି ଭିଡିଓରେ ନିଜ ଫ୍ୟାନ୍ସଙ୍କୁ ଏୟାର କିସ୍ ଦେଉଥିବା ନଜର ଆସିବେ। ତାଙ୍କ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରିଛନ୍ତି।

{"id":248281,"sizeSlug":"large"}

ସନି ଲିଓନି ଫ୍ୟାନ୍ସଙ୍କ ପାଇଁ ସ୍ପେଶାଲ ଭିଡିଓ ସେୟାର କରି ଲେଖିଛନ୍ତି,‘ କିସ୍,କିସ୍!! ସମସ୍ତଙ୍କୁ ସୁପ୍ରଭାତ’। ସେୟାରିଂ ସହ ସନିଙ୍କ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ସନି ଭିଡିଓରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

{"id":248282,"sizeSlug":"large"}

ସନି ନିକଟରେ ନିଜର ଏକ ଡିଜିଟାଲ୍ ଚ୍ୟାଟ୍ ଶୋ ଲଞ୍ଚ କରିଛନ୍ତି। ଏହି ଚ୍ୟାଟ ଶୋ ର ଟାଇଟଲ୍ ହେଉଛି ଲକଡ ଅପ୍ ଓ୍ବିଥ ସନି। ସନି ଲିଓନି ପ୍ରତିଦିନ ଏକ ଲାଇଭ ଚ୍ୟାଟ୍ କରିବେ।

{"id":248283,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.