Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ସନ୍ନୀ ଲିୟନିଙ୍କ ଭାଇ ନିଜ ଭଉଣୀର ଫଟୋ ବ୍ୟବହାର କରି ଟଙ୍କା ଆୟ କରୁଥିଲେ

7/03/2019 at 11:55 AM

ମୁମ୍ୱାଇ ୭|୩: ସନ୍ନୀଙ୍କ ଜୀବନ ଏକ ଖୋଲା ବହି ଭଳି। ସନ୍ନୀ, କରନଜୀତ କୌର ଭୋରା ନାଁରେ ମଧ୍ୟ ପରିଚିତା।  ସ୍କୁଲରୁ ନେଇ ଆଡଲ୍‌ଟ ଫିଲ୍ମରେ ଏଣ୍ଟ୍ରି କରିବା ଯାଏଁ ତାଙ୍କ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ତିଲା ସଂଘର୍ଷମୟ ଓ ପ୍ରଚଣ୍ଡ କଷ୍ଟକର । ସନ୍ନୀ ତାଙ୍କ ନିଜ ଇଚ୍ଛାରେ ଆଡଲ୍‌ଟ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ସେ ଏହି ଇଣ୍ଡଷ୍ଟ୍ରୀରେ ପାଦ ଦେଉ ଦେଉ ହିଟ୍‌ ହୋଇଥିଲେ । ସମସ୍ତଙ୍କୁ ପଛରେ ପକାଇ ପାଇଥିଲେ ଅପୂର୍ବ ସଫଳତା । ଏହି ଜଗତରେ ପାଦ ଦେଲା ପରେ ସନ୍ନୀଙ୍କ ଉପରେ ଟଙ୍କାର ଯେମିତି ବର୍ଷା ହୋଇଥିଲା।
ଏହା ସହ ସନ୍ନୀଙ୍କ ଭାଇ ମଧ୍ୟ ହାତ ଖର୍ଚ୍ଚ ପାଇଁ ନିଜ ଭଉଣୀର ଫଟୋ ଦ୍ୱାରା ଟଙ୍କା ରୋଜଗାର କରୁଥିଲେ। ଏହି କଥାର ଖୁଲାସା ସନ୍ନୀଙ୍କ ଭାଇ ସଂଦୀପ ଭୋରା ନିଜେ ପ୍ରକାଶ କରିଥିଲେ। ସଂଦୀପଙ୍କ ଫିଲ୍ମ “ମୋଷ୍ଟ୍‌ଲି ସନ୍ନୀ”ରେ ସେ କହିଥିଲେ ଯେ ସନ୍ନୀଙ୍କ ଅଟୋଗ୍ରାଫରୁ ସେ ଅନେକ ଟଙ୍କା ରୋଜଗାର କରିଥିଲେ।

ନିଜ ହଷ୍ଟେଲ ରୁମରେ ସନ୍ନୀଙ୍କ ଦସ୍ତଖତ କରାଯାଇଥିବା ଫଟୋ ଲଗାଇଥିଲେ। ଯେ କୌଣସି ଲୋକ ଏହି ଫଟୋ ଦେଖୁଥିଲେ, ସେ ଫଟୋ ଦେଖିବା ବଦଳରେ ଟଙ୍କା ଦେଇ ଯାଉଥିଲେ। ସଂଦୀପ ମଧ୍ୟ ନିଜ ସାଙ୍ଗ ସାଥିଙ୍କୁ ଏହି ପୋଷ୍ଟର ବିକ୍ରି କରି ନୂଆ ଫଟୋ ଲଗାଉଥିଲେ।

ସନ୍ନୀ ଓ ତାଙ୍କ ଭାଇଙ୍କ ବଣ୍ଡିଂ ବହୁତ ଭଲ। ଆଡଲ୍‌ଟ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପାଇଁ ସନ୍ନୀ ତାଙ୍କ ଭାଇ ନାଁ ଚୋରି କରିଥିଲେ। ସଂଦୀପଙ୍କ ଡାକ ନାଁ ସନ୍ନୀ। ତେବେ ଏହି ନାଁରୁ ସେ ଆଡଲ୍‌ଟ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

   Related Posts