Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ରେକର୍ଡ ସୃଷ୍ଟି କଲେ ସୁଶୀଲ୍ , ୩.୪୮ ସେକେଣ୍ଡରେ ଦୌଡ଼ିଲେ ୧୫ ଶହ ମିଟର

26/01/2021 at 2:26 PM

ଭୋପାଳ, ୨୬/୧: ମଧ୍ୟପ୍ରଦେଶର ତାନ୍ତ୍ୟା ଟୋପେ ଷ୍ଟାଡିୟମ୍‌ରେ ଚାଲିଥିବା ୧୮ ତମ ଅଣ୍ଡର -୨୦ ରାଷ୍ଟ୍ରିୟ ଚମ୍ପିଆନସିପର ପ୍ରଥମ ଦିନରେ ଏକ ରେକର୍ଡ ଦେଖିବାକୁ ମିଳିଛି । ଦୌଡ଼ରେ ମଧ୍ୟପ୍ରଦେଶ ରାଜ୍ୟ ଆଥଲେଟିକ୍ସ ଏକାଡେମିର ଖେଳାଳି ସୁନୀଲ ଡାବର ୧୫ ଶହ ମିଟରକୁ ୩.୪୮.୫୪ ସେକେଣ୍ଡରେ ପାର କରି ନୂଆ ରେକର୍ଡ କରିଛନ୍ତି ।

ଏହା ପୂର୍ବରୁ ଶଶି ଭୂଷଣ ସିଂ ୨୦୧୫ ମସିହାରେ ହାଇଦ୍ରାବାଦରେ ଆୟୋଜିତ ରାଷ୍ଟ୍ରିୟ ଚମ୍ପିଆନସିପରେ ୩.୫୧.୧୬ ସେକେଣ୍ଡରେ ୧୫ ଶହ ମିଟର ପାର କରି ରେକର୍ଡ କରିଥିଲେ । ମଧ୍ୟପ୍ରଦେଶର ଖେଳ ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଯଶୋଧରା ରାଜେ ସିନ୍ଧିଆ ଏହି ଐତିହାସିକ ସଫଳତା ପାଇଁ ସୁନୀଲ୍ ଡାବରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଖେଳ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଏହି ପ୍ରତିଯୋଗିତା ଭୋପାଳରେ ଆୟୋଜନ କରାଯାଇଛି । ରାଜ୍ୟର ନୂଆ ନୂଆ ଖେଳାଳିଙ୍କ ପ୍ରତିଭାକୁ ଆଗକୁ ଆଣିବା ପାଇଁ ଏହି ପ୍ରତିଯୋଗିତା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

   Related Posts