Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଅଷ୍ଟେଲିଆ ସମୁଦ୍ର ତଟରେ ଅଦ୍ଭୁତ ଜୀବର ମୃତଦେହ ଦେଖି ଆତଙ୍କିତ ସ୍ଥାନୀୟ ଲୋକ

31/07/2020 at 8:46 PM

ଏକ ଅତ୍ୟନ୍ତ ଦୁର୍ଲଭ ଏବଂ ବଡ଼ ଜୀବ ଅଷ୍ଟେଲିଆର ତଟରେ ​‌ଲୋକଙ୍କୁ ଦେଖିବାକୁ ମିଳିଛି। ଏହାକୁ ଦେଖି ସେଠାକାର ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ଜୀବର ଚେହେରା ଏଲିୟନ ଭଳି ଦେଖାଯାଏ। ଏହାକୁ ଅଷ୍ଟେଲିଆର ଭିକ୍ଟୋରିଆ ପ୍ରାନ୍ତର ଦକ୍ଷିଣ-ପଶ୍ଚିମ ତଟରେ ସ୍ଥିତ କେନେଟ ନଦୀ ମୁହାଣରେ ଦେଖିବାକୁ ମିଳିଛି।

ଏଲିୟନ ଭଳି ଦେଖା ଯାଉଥିବା ଏହି ଜୀବର ନାଁ ଓସେନ ସନଫିସ୍। ଏହି ସନଫିସକୁ କ୍ୟାଥ ରାମ୍ପଟନ୍ ଏବଂ ତାଙ୍କ ସ୍ବାମୀ ଟମ୍ ଛୁଟି କାଟୁଥିବାବେଳେ ଦେଖିଥିଲେ। ଦୁହେଁ ପଶୁ ଡାକ୍ତର। ଦୁହେଁ ଏପରି ଜୀବ କେବେ ଦେଖିନଥିବା କଥା କହିଥିଲେ।

ଏହି ମାଛଟି ପାଖାପାଖି ୨ମିଟର ଲମ୍ବା ଏବଂ ସେତିକି ଉଚ୍ଚ। କିନ୍ତୁ ପରେ ଜଣା ପଡ଼ିଥିଲା ଯେ ଏହା ସେହି ପ୍ରଜାତିର ଛୋଟ ମାଛ। ଏହି ପ୍ରଜାତିରେ ଏହାଠାରୁ ଦୁଇ ଗୁଣ ବଡ଼ ମାଛ ଦେଖାଯାଆନ୍ତି।

ଏହା ଭୟଙ୍କର ମଧ୍ୟ ହୋଇପାରେ। ଏଗୁଡ଼ିକ କିଛି ଆକ୍ବରିୟମରେ ମଧ୍ୟ ରଖାଯାଇଛି।

   Related Posts