Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ରବିବାର ବିଛା ସଂକ୍ରାନ୍ତିରେ ଶୁଭ ବେଳା- କାଳ ବେଳା, କେଉଁ ରାଶିର କ’ଣ

16/11/2019 at 7:49 PM

ନଭେମ୍ବର ୧୭ ତାରିଖ ରବିବାର ବିଛା ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବେ । ପୁରୀରେ ବେଲେଶ୍ୱର ନିକଟରେ ବୁଡ, ବଙ୍ଗୀୟ ମତରେ କାର୍ତ୍ତୀକେୟ ପୂଜା, ପୁରୀ ସିଦ୍ଧ ମହାବୀରଙ୍କର ନାଗା ବେଶ ଅନୁଷ୍ଠିତ ହେବ ।


ପୁରୀ ଠାରେ ପ୍ରାତଃ ୫ଟା୫୭।୨୫ରେ ସୂର୍ଯ୍ୟୋଦୟ । ସନ୍ଧ୍ୟା ୫।୫।୩୧ରେ ସୂର୍ଯ୍ୟାସ୍ତ ।

ଏହି ଦିନ ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା

ଦିବା ୧୦।୮ରୁ ମଧ୍ୟାହ୍ନ ୧୨ଟା୫୫ ।


କାଳରାତ୍ରୀ

ରାତ୍ର ୧ଟା।୮ରୁ୨ଟା୪୫ ମଧ୍ୟେ ।


ଅମୃତବେଳା

ଦିବା ୧୧ଟା୫୪ ଗତେ ୨ଟା ୭ ମଧ୍ୟେ
ଦିବା ୩ଟ୩୬ରୁ ୪ଟା୨୧ ମଧ୍ୟେ
ସନ୍ଧ୍ୟା୬।୪୯ରୁ ରାତି ୮ଟା୩୨.
ରାତି ୧୧ଟା୬ରୁ ମଧ୍ୟ ରାତ୍ରୀ ୧ଟା

ଏହି ଦିନ

ମେଷ ରାଶିର ସ୍ୱାସ୍ଥ୍ୟ ଲାଭ, ବୃଷ ଅର୍ଥ କଷ୍ଟ, ମିଥୁନ ଆଭୂଷଣ ପ୍ରାପ୍ତି, କର୍କଟ ଅସ୍ଥିରତା , ସିଂହ – ଯାତ୍ରା , କନ୍ୟା ସୁଖ ପ୍ରଦ, ତୁଳା ଶତ୍ରୁ ବୃଦ୍ଧି, ବିଛା ଅଶାନ୍ତି , ଧନୁ ପ୍ରୀତି ବୃଦ୍ଧି, ମକର ଦ୍ରବ୍ୟଲାଭ , କୁମ୍ଭହସଖୁସୀ, ମୀନ ଅସୁସ୍ଥ ।

   Related Posts