Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ରବିବାରରେ ଏପରି ରହିବ ଆପଣଙ୍କ ରାଶିଫଳ- ଶୁଭ ଅଙ୍କ ଓ ଶୁଭ ରଙ୍ଗ

28/09/2019 at 9:34 PM

ରାଶିଫଳ
ମେଷ– ଅଭାବ ଦୂର ପାଇଁବନ୍ଧୁଙ୍କୁସାହାର୍ଯ୍ୟକରିବାସକାଶେ ଅନୁରୋଧ କରିପାରନ୍ତି।ବିଶେଷଭ୍ରମଣଜନିତଶାରିରୀକକ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।ବ୍ୟବସାୟିକସ୍ଥିତିକେତେକାଂଶରେଚିନ୍ତାଜନକସ୍ଥିତିକୁ ଆସି ଯାଇପାରେ।ଶୁଭରଙ୍ଗବାଦାମୀ।ଶୁଭ ଅଙ୍କ ୨।
ବୃଷ– ପୂର୍ବରୁସ୍ଥିରକରିଥିବାକୌଣସି ନୂତନ ଯୋଜନାକରିବାସକାଶେ ମନ ବଳାଇବେ। ଆସନ୍ତକାଲିର ଆନୁଷ୍ଠାନିକକାମସକାଶେବିଶେଷଭାବେ ଧାଁ ଦଉଡ କରିବାକୁ ପଡିବ।ବନ୍ଧୁଙ୍କପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣାହେତୁବ୍ୟସ୍ତତାବୃଦ୍ଧି ପାଇପାରେ।ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୮।
ମିଥୁନ – ପରିବାର ସଦସ୍ୟଙ୍କୁସନ୍ଦେହକରିସମସ୍ୟାଭିତରକୁଟାଣିହୋଇପାରନ୍ତି।ଜମିଜମାସମ୍ପର୍କିତସମସ୍ୟାକୁକେନ୍ଦ୍ରକରିମାନସିକସ୍ଥିରତାରହି ନ ପାରେ।ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକବାଧାପ୍ରାପ୍ତ ହେବାରସମ୍ଭାବନାରହିଛି।ଶୁଭରଙ୍ଗଗୋଲଡେନ୍।ଶୁଭ ଅଙ୍କ ୩।
କର୍କଟ– ଦୀର୍ଘଦିନରୁ ଅଟକିରହିଥିବାକର୍ମକ୍ଷେତ୍ରରସ୍ଥିତି ଅନୁକୂଳହୋଇପାରେ। ଅଫିସରୁଫେରନ୍ତାବାଟରେକୌଣସିମୂଲ୍ୟବାନ ଦ୍ରବ୍ୟକ୍ରୟକରିବାରସୂଚନାରହିଛି। ଆକସ୍ମିକଜଣେ ପୁରୁଣାବନ୍ଧୁଙ୍କ ଦେଖା ପାଇ ମନ ହାଲୁକାକରିବେ।ଶୁଭରଙ୍ଗମେରୁନ୍।ଶୁଭ ଅଙ୍କ ୧।
ସିଂହ –କୌଣସି ନୂତନ କାର୍ଯ୍ୟରେହାତ ଦେବାକୁସ୍ଥିରକରିବେ।କର୍ମକ୍ଷେତ୍ରରେ ଏକ ମାମୁଲିଘଟଣାରେସହକର୍ମୀଙ୍କସହକଳହଘଟିପାରେ।ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତହେବେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୭।
କନ୍ୟା –କର୍ମକ୍ଷେତ୍ରରେତରବାର ନ ହୋଇ ଧୀରସ୍ଥିର ମନ ନେଇକାମକଲେସମସ୍ୟାରସରଳସମାଧାନ ହେବ।ସ୍ୱାର୍ଥରବଶବର୍ତ୍ତୀହୋଇ ନିଜର ଆତ୍ମୀୟମାନେ ହଠାତ୍ଶତ୍ରୁତାକରିପାରନ୍ତି।ଶୁଭରଙ୍ଗବାଦାମୀ।ଶୁଭ ଅଙ୍କ ୪।
ତୁଳା–ସ୍ୱାସ୍ଥ୍ୟ ଭଲ ରହୁ ନ ଥିବାରୁମାନସିକ ଅବସ୍ଥାଖରାପ ଦିଗକୁଗତିକରିବ।କୌଣସିଜିନିଷକ୍ରୟକରିବାସକାଶେହଠାତ୍ମୋଟା ଅଙ୍କରଅର୍ଥର ଆବଶ୍ୟକତା ପଡିପାରେ।କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକସ୍ଥିତିରେ ସମ୍ମାନ ପାଇବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୯।
ବିଛା–ପାରିବାରିକ ପ୍ରତିରୋଧ ଚେଷ୍ଟାକରୁଥିବାକାମକୁବିଶୃଙ୍ଖଳିତକରିପାରେ। ପ୍ରତ୍ୟେକକ୍ଷେତ୍ରରେଛୋଟଛୋଟଘଟଣା ପ୍ରତିଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକିସମସ୍ୟାସୃଷ୍ଟିରକାରଣହେବ।ଶୁଭରଙ୍ଗଗୋଲାପୀ।ଶୁଭ ଅଙ୍କ ୮।
ଧନୁ – ପରିବାରର ଆବଶ୍ୟକତାରୁ ଉପଲବ୍ଧିକରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟକ୍ରୟକରିପାରନ୍ତି।କାର୍ଯ୍ୟରେସମସ୍ୟାସମାଧାନ ପୂର୍ବକସାମାନ୍ୟ ଅଗ୍ରଗତିଘଟିବ।ବ୍ୟବସାୟ, ପରିବହନ, ଅର୍ଥସମ୍ପର୍କକାମକୁ ମନ ଖୁସିରେକରିବେ।ଶୁଭରଙ୍ଗମେରୁନ୍ । ଶୁଭ ଅଙ୍କ ୩।
ମକର– ଆଜିରକାମଗୁଡିକସୁବିଧାରେ ସମ୍ପନ୍ନ ହୋଇଯିବ। ପାଖ ପଡୋଶୀମାନଙ୍କସହବ୍ୟବହାରରେସଂଯମତାରକ୍ଷା ନ କଲେବିବାଦଗ୍ରସ୍ଥହୋଇ ପଡିବେ।ବିରକ୍ତିବଶତଃଟିକିଏ କଥାରେରାଗିଯିବାରୁସମସ୍ୟାହୋଇପାରେ।ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୭।
କୁମ୍ଭ -କର୍ମକ୍ଷେତ୍ରରେ ନିଜରସ୍ଥିତିକୁସୁଦୃଢକରିବାରେସମର୍ଥ ହେବେ। ନିଜରଲୋକମାନେ ଯେତେ ପ୍ରକାରରସମସ୍ୟାସୃଷ୍ଟିକଲେ ଆପଣଙ୍କରକୌଣସି ଅସୁବିଧା ହେବ ନାହିଁ। ପାରିବାରିକସ୍ତରରେ ପିଲାମାନଙ୍କ ପଢାସମସ୍ୟାନେଇ ମନ ଭାରାକ୍ରାନ୍ତ ରହିପାରେ।ଶୁଭରଙ୍ଗ ଆକାଶୀ।ଶୁଭ ଅଙ୍କ ୧।
ମୀନ – ପ୍ରତ୍ୟେକକ୍ଷେତ୍ରରେସତର୍କରେ ନ ଚଳିଲେବିବାଦ ଭିତରକୁଟାଣିହୋଇପାରନ୍ତି।ସାମାନ୍ୟଶାରିରୀକ ଅସ୍ୱସ୍ତି ଅନୁଭବକରିବେ। ଅଟକିରହିଥିବାକାମଟିବହୁଳାଂଶରେସମ୍ପୂର୍ଣ୍ଣହୋଇଯିବ।ଶୁଭରଙ୍ଗଗ୍ରୀନ୍।ଶୁଭ ଅଙ୍କ ୭।

   Related Posts