Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାତକୋଶିଆ ଅଭୟାରଣ୍ୟର ପରିବେଶ ସହ ଖାପଖୁଆଇ ପାରୁନି ବାଘୁଣୀ ସୁନ୍ଦରୀ

28/08/2018 at 7:44 AM

ଭୁବନେଶ୍ଵର;୨୮/୦୮- ଗାଁ ମୁହାଁ ସୁନ୍ଦରୀ । ସାତକୋଶିଆ ଅଭୟାରଣ୍ୟର ପରିବେଶ ସହ ଖାପଖୁଆଇ ପାରୁନି ବାଘୁଣୀ ସୁନ୍ଦରୀ । ତେଣୁ ଅଭୟାରଣ୍ୟ ଛାଡି ସୁନ୍ଦରୀ ଏବେ ଜନବସତି ମୁହାଁ ହୋଇଛି । ବାଘୁଣୀକୁ ଟ୍ରାକିଂ କରିବା ପାଇଁ ୨୦ ଜଣ ବନ ଅଧିକାରୀ ପ୍ରୟାସ ଜାରି ରଖିଛନ୍ତି । ତାକୁ ଧରିବାକୁ PCCFର ପରାମର୍ଶ ନେଉଛି RCCF । ସୁନ୍ଦରୀ କିଛି ବି ଖାଉନୁ । ତେଣୁ ସାତକୋଶିଆ ଅଭୟାରଣ୍ୟ ସହ ସୁନ୍ଦରୀ ଖାପଖୁଆଇ ପାରୁନଥିବା ପରିବେଶ୍ ଅନୁମାନ କରୁଛନ୍ତି । ସେପଟେ କାଟରଙ୍ଗ ଆଖପାଖରେ ଚଳପ୍ରଚଳ କରୁଥିବାରୁ ଆତଙ୍କିତ ଆଖପାଖ ଅଞ୍ଚଳର ଲୋକେ । ଦିନ ରାତି ଗାଁକୁ ଜଗି ରହୁଛନ୍ତି । ଜୁନ୍ ୨୯ରେ ମଧ୍ୟପ୍ରଦେଶରୁ ସାତକୋଶିଆ ଆସିଥିଲା ବାଘୁଣୀ ସୁନ୍ଦରୀ । ସୁନ୍ଦରୀ ପୂର୍ବରୁ କାହ୍ନା ଆସିଥିଲା । କିନ୍ତୁ କାହ୍ନା ସାତକୋଶିଆ ଅଭୟାରଣ୍ୟ ସହ ଖାପଖୁଆଇ ବିଚରଣ କରୁଛନ୍ତି । …

   Related Posts