Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆସନ୍ତା କାଲି ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ ଦେବତା : ଏହି ୬ଟି ରାଶିଥିବା ବ୍ୟକ୍ତିଙ୍କ ବଦଳିଯିବ ଭାଗ୍ୟ

7/09/2019 at 10:52 AM

ଶାସ୍ତ୍ର କଥା କହିବା ଯଦି ସେପ୍ଟେମ୍ବର ୮ତାରିଖରେ ଅର୍ଥାତ୍ ଆସନ୍ତା କାଲି ସୂର୍ଯ୍ୟ ଦେବତା ସିଂହ ରାଶିରେ ପ୍ରବେଶ କରିବେ। ଯାହା ଦ୍ବାରା କେତେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ପାରେ ଏବଂ ତାଙ୍କ ଜୀବନରେ ଭଲ ଦିନ ଆସିପାରେ। ଏହି ରାଶିର ବ୍ୟକ୍ତି ଏକ ସଫଳ ଜୀବନ ବଞ୍ଚିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ

ମେଷ ଏବଂ ସିଂହ ରାଶି : ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କଲେ ମେଷ ଏବଂ ସିଂହ ରାଶି ଥିବା ବ୍ୟକ୍ତିଙ୍କ ଭାଗ୍ୟ ବଦଳି ପାରେ। ଏମାନଙ୍କ ଜୀବନରେ ପୂର୍ବ ଅପେକ୍ଷା ଉନ୍ନତ ହେବ। ଏହି ରାଶିର ଜାତକ ଥିବା ବ୍ୟକ୍ତିଙ୍କ ଘରେ ସୁଖ ଏବଂ ସମୃଦ୍ଧି ଆସିପାରେ। ପ୍ରେମ ଏବଂ ଆର୍ଥିକ କ୍ଷେତ୍ରରେ ଏମାନଙ୍କୁ ପ୍ରତିଷ୍ଠା ମିଳିବ। ଏମାନେ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ଉଚିତ୍।

ଧନୁ ଏବଂ ବିଛା ରାଶି : ସେପ୍ଟେମ୍ବର ୮ତାରିଖରେ ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିବେ। ଯାହା ଦ୍ବାରା ଧନୁ ଏବଂ ବିଛା ରାଶି ଥିବା ବ୍ୟକ୍ତିଙ୍କ ଜୀବନ ବଦଳିପାରେ। ଏମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିପାରେ। ଏମାନଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ଏମାନଙ୍କ ସ୍ବପ୍ନ ସାକାର ହେବ। ଏମାନଙ୍କ ସମସ୍ତ ସମସ୍ୟା ସମାପ୍ତ ହୋଇ ପାରିବ। ଏମାନେ ଆର୍ଥିକ ରୂପରେ ମଜବୁତ ହେବେ। ଏମାନେ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ଶୁଭ ହେବ।

କର୍କଟ ଏବଂ କୁମ୍ଭ ରାଶି : ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୮ତାରିଖରେ ସୂର୍ଯ୍ୟ ଦେବତା ସିଂହ ରାଶିରେ ପ୍ରବେଶ କରିବେ। ଯାହା ଦ୍ବାରା କର୍କଟ ଏବଂ କୁମ୍ଭ ରାଶି ଥିବା ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯିବ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ। ଏମାନେ ସବୁ କାର୍ଯ୍ୟରେ ସଫଳତା ପାଇବେ। ସୂର୍ଯ୍ୟ ଦେବତାଙ୍କ କୃପା ଏମାନଙ୍କ ଉପରେ ରହିବ।

   Related Posts