Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ ସୂର୍ଯ୍ୟଙ୍କ କୃପା, ଧନ ଲାଭ ସହ ବଢିବ ମାନ-ସମ୍ମାନ…

2/12/2021 at 8:19 AM

ନୂଆଦିଲ୍ଳୀ ୨୦।୧୧ : ସାଧାରଣତଃ ବହୁ ଲୋକମାନେ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ବାସ କରନ୍ତି । ଏଥିପାଇଁ ଅନେକ ପୂଜାପାଠମଧ୍ୟ କରିଥାନ୍ତି । ସେହିପରି ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ। ସୂର୍ଯ୍ୟ ଦେବ ଏହି ସମୟରେ ବିଛା ରାଶିରେ ପ୍ରବେଶ କରିଛନ୍ତି । ଆଗାମୀ ୧୫ ଦିନ ପାଇଁ, ସୂର୍ଯ୍ୟ ଦେବ ବିଛା ରାଶିରେ ଉପରେ ରହିବେ। ତେବେ ସୂର୍ଯ୍ୟ ଦେବ ବିଛା ରାଶିରେ ରହି ଅନ୍ୟ କେତେକ ରାଶିମାନଙ୍କ ଉପରେ ବିଶେଷ କୃପା କରୁଛନ୍ତି । ସୂର୍ଯ୍ୟ ଦେବଙ୍କର ଶୁଭ ହୁଏ, ସେତେବେଳେ ଜଣେ ବ୍ୟକ୍ତିର ଭାଗ୍ୟ ମଧ୍ୟ ଜାଗ୍ରତ ହୁଏ । ତେବେ ଜାଣନ୍ତୁ କେଉଁ ରାଶିରେ ସୂର୍ଯ୍ୟ ଦେବଙ୍କ କୃପା ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରହିବ।

  • ବୃଷ ରାଶି- ଧନ ଲାଭ ହେବ ।ଯେଉଁଥି ପାଇଁ ଆର୍ଥିକସ୍ଥିତି ମଧ୍ୟ ଦୃଢ ରହିବ । ମାନସିକ ଶାନ୍ତି ରହିବ। ଆୟ ବୃଦ୍ଦି ହେବାର ସମ୍ଭାବନା ଅଛି ।  ଚାକିରି ବ୍ୟବସାୟ ପାଇଁ ଏହି ସମୟ ଶୁଭ ବୋଲି କୁହାଯାଉଛି । ପାରିବାରିକ ଜୀବନ ସୁଖମୟ ହେବ ।
  • ମିଥୁନ ରାଶି- ଏହି ରାଶିରେ ଆପଣଙ୍କର କାର୍ଯ୍ୟକ୍ଷତ୍ରରେ ସଫଳତା ପାଇବେ । ବାପା ମାଆଙ୍କ ସମର୍ଥନ ରହିବ । ଚାକିରି ଏବଂ ବ୍ୟବସାୟରେ ଲାଭର ସମ୍ଭାବନା ରହିଛି । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ବିବାହିତ ଜୀବନ ସୁଖମୟ ହେବ । ମାନ-ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି ।
  • କନ୍ୟା ରାଶି- ପରିବାର ସଦସ୍ୟଙ୍କ ଠାରୁ ସମର୍ଥନ ମିଳିବ । ବ୍ୟବସାୟ ସ୍ଥିତିରେ ଉନ୍ନତି ହେବ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟକୁ ନେଇ କିଛି ନୂଆ କରିବେ ।ପାରିବାରିକ ଜୀବନ ସୁଖମୟ ହେବ । ନିଜ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବାର ଯୋଗ ରହିଛି ।
  • ମକର ରାଶି ବ୍ୟବସାୟ କରିବାର ଯୋଜନା ରହିଛି । ପରିବାରରେ କିଛି ଶୁଭ କାମ ହେବ । ପୋଷାକ ପରି ଅନ୍ୟ କିଛି ଉପହାର ମଧ୍ୟ ମିଳି ପାରେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆପଣଙ୍କୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ପଡିପାରେ । ଆମଦାନୀ-ରପ୍ତାନି ବ୍ୟବସାୟରେ ଲାଭ ମିଳିବ । ଘରେ ମାଆଙ୍କ ସମର୍ଥନ ପାଇବେ।

   Related Posts