ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କ ମହାସଂଯୋଗ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ହେବେ ଲାଭବାନ୍

Published By : Prameya-News7 Bureau | November 30, 2019 IST

ଶାସ୍ତ୍ର ଅନୁସାରେ ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କର ମହାସଂଯୋଗ ହେଉଛି । ଯାହା ଫଳରେ କିଛି ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ସୁ-ପ୍ରଭାବ ପକାଇବ । ସେମାନଙ୍କ ଜୀବନର ସବୁ ଚିନ୍ତା ଦୂର ହୋଇପାରେ ।

ମେଷ, କର୍କଟ ରାଶି :

ଶାସ୍ତ୍ର ଅନୁସାରେ ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କର ମହାସଂଯୋଗ ହେଉଛି । ଯାହା ଫଳରେ ମେଷ ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ଜୀବନ ଆଲୋକିତ ହୋଇପାରେ । ଏମାନଙ୍କ ଜୀବନ ସୁଖ ଶାନ୍ତିରେ ଭରିଯାଇପାରେ । ଏମାନଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରେ । ପରିଶ୍ରମର ଭଲ ଫଳ ଏମାନଙ୍କୁ ମିଳିପାରେ । ଧନ ସମ୍ପତି ଅଚାନକ ବୃଦ୍ଧି ହୋଇପାରେ । ଏମାନେ ସୂର୍ଯ୍ୟ ଦେବଙ୍କ ଆରାଧନା କରିବା ଉଚିତ୍ ରହିବ ।

ସିଂହ, ଧନୁ ରାଶି :

ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କ ମହାସଂଯୋଗ ହେଉଛି । ଯାହା ସିଂହ ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଏମାନଙ୍କ ଜୀବନ ଆଲୋକିତ ହେବା ସହ ସୁଖ ଶାନ୍ତିରେ ଭରିଯିବ । ଏମାନେ ଏକ ସଫଳ ଜୀବନର ଲାଭ ଉଠାଇପାରିବେ । କୌଣସି ମାଧ୍ୟମରେ ଏମାନଙ୍କର ଧନ ଲାଭର ଯୋଗ ରହିଛି । ଏମାନଙ୍କର ସମସ୍ତ ଚିନ୍ତା ଦୂର ହୋଇପାରେ । ସୂର୍ଯ୍ୟଦେବଙ୍କୁ ଆରାଧନା କରିବା ଲାଭଦାୟକ ହୋଇପାରେ ।

ବିଛା, ମୀନ ରାଶି :

ଶାସ୍ତ୍ର ଅନୁସାରେ ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କର ମହାସଂଯୋଗ ହେଉଛି । ଏହି ସଂଯୋଗ ବିଛା ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଖାସ୍ ରହିବ । ଏହାର ଭଲ ପ୍ରଭାବ ଏହି ରାଶି ଉପରେ ରହିବ । ଏମାନଙ୍କୁ କ୍ୟାରିୟର କ୍ଷେତ୍ରରେ ବଡ ସଫଳତା ମିଳିପାରେ । ଏମାନଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯିବ । ଏମାନଙ୍କ ସ୍ବପ୍ନ ମଧ୍ୟ ସତ ହୋଇପାରେ । ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇପାରେ । ଏମାନେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.