Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କ ମହାସଂଯୋଗ, ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ହେବେ ଲାଭବାନ୍

30/11/2019 at 10:24 AM

ଶାସ୍ତ୍ର ଅନୁସାରେ ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କର ମହାସଂଯୋଗ ହେଉଛି । ଯାହା ଫଳରେ କିଛି ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ସୁ-ପ୍ରଭାବ ପକାଇବ । ସେମାନଙ୍କ ଜୀବନର ସବୁ ଚିନ୍ତା ଦୂର ହୋଇପାରେ ।

ମେଷ, କର୍କଟ ରାଶି :

ଶାସ୍ତ୍ର ଅନୁସାରେ ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କର ମହାସଂଯୋଗ ହେଉଛି । ଯାହା ଫଳରେ ମେଷ ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ଜୀବନ ଆଲୋକିତ ହୋଇପାରେ । ଏମାନଙ୍କ ଜୀବନ ସୁଖ ଶାନ୍ତିରେ ଭରିଯାଇପାରେ । ଏମାନଙ୍କ ଆର୍ଥିକ ସମସ୍ୟା ଦୂର ହୋଇପାରେ । ପରିଶ୍ରମର ଭଲ ଫଳ ଏମାନଙ୍କୁ ମିଳିପାରେ । ଧନ ସମ୍ପତି ଅଚାନକ ବୃଦ୍ଧି ହୋଇପାରେ । ଏମାନେ ସୂର୍ଯ୍ୟ ଦେବଙ୍କ ଆରାଧନା କରିବା ଉଚିତ୍ ରହିବ ।

ସିଂହ, ଧନୁ ରାଶି :

ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କ ମହାସଂଯୋଗ ହେଉଛି । ଯାହା ସିଂହ ଏବଂ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଏମାନଙ୍କ ଜୀବନ ଆଲୋକିତ ହେବା ସହ ସୁଖ ଶାନ୍ତିରେ ଭରିଯିବ । ଏମାନେ ଏକ ସଫଳ ଜୀବନର ଲାଭ ଉଠାଇପାରିବେ । କୌଣସି ମାଧ୍ୟମରେ ଏମାନଙ୍କର ଧନ ଲାଭର ଯୋଗ ରହିଛି । ଏମାନଙ୍କର ସମସ୍ତ ଚିନ୍ତା ଦୂର ହୋଇପାରେ । ସୂର୍ଯ୍ୟଦେବଙ୍କୁ ଆରାଧନା କରିବା ଲାଭଦାୟକ ହୋଇପାରେ ।

ବିଛା, ମୀନ ରାଶି :

ଶାସ୍ତ୍ର ଅନୁସାରେ ଡିସେମ୍ବର ୧ ତାରିଖରୁ ସୂର୍ଯ୍ୟ-ଶନିଙ୍କର ମହାସଂଯୋଗ ହେଉଛି । ଏହି ସଂଯୋଗ ବିଛା ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଖାସ୍ ରହିବ । ଏହାର ଭଲ ପ୍ରଭାବ ଏହି ରାଶି ଉପରେ ରହିବ । ଏମାନଙ୍କୁ କ୍ୟାରିୟର କ୍ଷେତ୍ରରେ ବଡ ସଫଳତା ମିଳିପାରେ । ଏମାନଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯିବ । ଏମାନଙ୍କ ସ୍ବପ୍ନ ମଧ୍ୟ ସତ ହୋଇପାରେ । ଏମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇପାରେ । ଏମାନେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରିବା ଉଚିତ୍ ।

   Related Posts