ବଢିଲା ଖରା ଛୁଟି
16/06/2018 at 9:39 AM

ବଢିଲା ଖରା ଛୁଟି । ରାଜ୍ୟର ସବୁ ସ୍କୁଲରେ ଗ୍ରୀଷ୍ଣ ଛୁଟି ବଢିଛି । ଆଉ ୩ଦିନ ଖରା ଛୁଟି ବଢିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୮ ବଦଳରେ ୨୧ ତାରିଖରେ ସ୍କୁଲ ଖୋଲିବ । ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏପ୍ରିଲ ୨୫ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଥିଲା ।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021