Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସୁମିତ୍ରା ଜେନା

3/04/2019 at 11:15 AM

ଭୁବନେଶ୍ବର ୩|୪ : ମହିଳା କଂଗ୍ରେସ ସଭାନେତ୍ରୀ  ପଦରୁ ଇସ୍ତଫା ଦେଇପାରନ୍ତି ସୁମିତ୍ରା ଜେନା । ଟିକେଟ୍ ବଣ୍ଟନ ନେଅ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି  ।  ସନ୍ଧ୍ୟା ସୁଦ୍ଧା ସୁମିତ୍ରା ଏନେଇ ନିଷ୍ପତ୍ତି ନେଇ ପାରନ୍ତି ।  ଦଳରେ ଜଣେ ଡମି ସଭାନେତ୍ରୀ ହୋଇ ରହିବାକୁ ଚାହୁଁନଥିବା କହିଛନ୍ତି ।  ମୋତେ କୌଣସି ବୈଠକରେ ଖୋଜା ଯାଉନାହିଁ । ମୋତେ କଂଗ୍ରେସ ଭବନରେ ବି ସୁରକ୍ଷା ମିଳିଲା ନାହିଁ । ସୁମିତ୍ରା କହିଛନ୍ତି ଶାନ୍ତିର ସହ ଧାରଣା ଦେଉଥିବା ବେଳେ ଆକ୍ରମଣ କରାଗଲା ।  ମୁଁ ନିଜକୁ  ସୁରକ୍ଷିତ ମଣୁନଥିବାରୁ ଚଳିତ ଥର ନିର୍ବାଚନ ଲଢିବି ନାହିଁ ବୋଲି କହିଛନ୍ତି  ସୁମିତ୍ରା ।

   Related Posts