ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ହଜାର ଝିଅଙ୍କୁ ସାମିଲ୍ କରିବାକୁ ଅଭିଯାନ ଆରମ୍ଭ କଲା ବିଜେପି

Published By : Prameya-News7 Bureau | September 25, 2020 IST

ଭୁବନେଶ୍ବର୨୫/୯: ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ହଜାର ଝିଅଙ୍କୁ ସାମିଲ୍ କରିବାକୁ ଅଭିଯାନ ଆରମ୍ଭ କଲା ବିଜେପି । ସେପ୍ଟେମ୍ବର ୨୫ରୁ ଅକ୍ଟୋବର୨୦ ଯାଏଁ ଚାଲିବ କାର୍ଯ୍ୟକ୍ରମ। ଭୁବନେଶ୍ଵରର ୟୁନିଟ-4 ସ୍ଥିତ ମଙ୍ଗଳା ବସ୍ତିରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.