Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କଟକରେ ପ୍ରେମ ପାଇଁ ଲାଇଭ୍ ସୁଇସାଇଡ୍‌ – ମୃତ୍ୟୁ ପୂର୍ବରୁ ଏହି କଥା କହିଲେ ଯୁବକ

11/01/2020 at 4:15 PM

କଟକ ୧୧।୦୧ – ପ୍ରେମ ପାଇଁ ଲାଇଭ୍‌ ସୁଇସାଇଡ୍‌ । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବକ । ଆତ୍ମହତ୍ୟା ପୂର୍ବରୁ ଏକ ଚିଠି ଲେଖିବା ସହ ପ୍ରେମରେ ଅସଫଳ ହେବାପରେ ଆତ୍ମହତ୍ୟା କରୁଥିବା କଥା କହିଛନ୍ତି ।

ପ୍ରେମ କରୁଥିବା ଝିଅର ବାହାଘର ଅନ୍ୟ ସ୍ଥାନରେ ଠିକ୍‌ ହୋଇଛି । ସେ ଜୀବନରୁ ଚାଲିଯିବାପାଇଁ କହିବାରୁ ଆତ୍ମହତ୍ୟା କରୁଥିବା କଥା କହିଛନ୍ତି ।

ପ୍ରଥମେ ଟ୍ରେନ ଆଗରେ ବସି ପରେ ଆତ୍ମହତ୍ୟା କରିଥିବା କଥା କହିଛନ୍ତି । ଜିଆରପି ପୁଲିସ ଯୁବକଙ୍କ ଶବକୁ ଜବତ କରିବା ସହ ଘଟଣା ତଦନ୍ତ କରୁଛି ।

   Related Posts