କାଠ ମିଲ୍ ଉପରେ ବ୍ରହ୍ମପୁର ବନ ବିଭାଗର ଅଚାନକ ଚଢାଉ
31/05/2020 at 8:39 PM

ଖଲିକୋଟ୩୧/୫: ଖଲିକୋଟ ଫରେଷ୍ଟ ରେଞ୍ଜ ବେଲଝରୀଠାରେ ବେଆଇନ ଭାବେ ଚାଲିଥିବା ଏକ କାଠ ମିଲ୍ ଉପରେ ବ୍ରହ୍ମପୁର ବନ ବିଭାଗର ଅଚାନକ ଚଢାଉ। ବିପୁଳ ପରିମାଣର କାଠ, କାଠ କାଟିବା ମ୍ୟାସିନ ଆଦି ଜବତ କରିଛି ବନ ବିଭାଗ । ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଛି। ଚଢାଉ ପରେ ଜବତ କାଠର ଆକଳନ କରାଯାଇଛି ।
Related Posts
ଜାଗର ଦିନ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ
4 March 2021