Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||

ସୁବାଷ ଘିଅ କମ୍ପାନୀ ମାଲିକ ସୁବାଷ ମଲ୍ଲିକ ଗିରଫ : ଜଗତପୁରରେ ଅପମିଶ୍ରିତ ଘିଅ କାରଖାନା ଠାବ ଘଟଣାରେ ପୋଲିସର ଆକ୍ସନ୍‌

29/01/2021 at 9:30 PM

କଟକ ୨୯/୦୧ : ଜଗତପୁର ଘିଅ କାରଖାନରେ ଚଢାଉ ଘଟଣାରେ ସଂପୃକ୍ତ କାରଖାନାର ମାଲିକ ସୁବାଷ ମଲ୍ଲିକକୁ ଗିରଫ କରିଛି ପୋଲିସ । କିଛି ଦିନ ତଳେ କମିସନରେଟ୍‌ ପୋଲିସ ପକ୍ଷରୁ ସୁବାଷ ଘିଅ କାରଖାନା ଉପରେ ଚଢାଉ କରାଯାଇଥିଲା । ଚଢଉ ବେଳେ ଉକ୍ତ କାରଖାନାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରିଥିଲା ପୋଲିସ ।

ତେବେ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ ହେବା ପରେ ଉକ୍ତ ଘିଅ କାରଖାନାର ମାଲିକ ସୁବାଷ ମଲ୍ଲିକୁ ନୋଟିସ୍‌ ଜାରି କରିଥିବା କମିସନରେଟ୍‌ ପୋଲିସ । ଏହି ଘଟଣାର ଅଧିକ ତଦନ୍ତ କରି, ଲୋକଙ୍କୁ ଠକିବା ଏବଂ ବେଆଇନ ଭାବେ କାରଖାନା ଚଳାଇବା ଅଭିଯୋଗରେ କାରଖାନାର ମାଲିକ ସୁବାଷ ମଲ୍ଲିକକୁ ଗିରଫ କରିଛି ପୋଲିସ ।  

   Related Posts