Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମେକଅପ୍‌ କରି ଦେଖାଯାଆନ୍ତି ପରୀ ଭଳି, ବିନା ମେକ୍‌ଅପ୍‌ରେ ଦେଖାଯାଆନ୍ତି ଏମିତି

20/08/2019 at 11:14 AM

ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ନିଜ ପରିଧାନ ଶୈଳୀ ପାଇଁ  ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।  ସଞ୍ଜୟ ଦତ୍ତ ଓ ମାନ୍ୟତା ନିଜ ବ୍ୟକ୍ତିଗତ ଜୀବନ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

ଉଭୟ ସ୍ବାମୀ ସ୍ତ୍ରୀ ଏକ ନିଆରା ବଣ୍ଡ ସେୟାର କରନ୍ତି। ସଞ୍ଜୁ ଫିଲ୍ମରିଲିଜ ହେବା ପରେ ଦୁହେଁ ଅଧିକ ଲାଇମ୍‌ଲାଇଟ୍‌ରେ ରହୁଛନ୍ତି। ସୋସିଆଲ ମିଡିଆରେ ମାନ୍ୟତା ନିଜ ଆକାଉଣ୍ଟରେସଞ୍ଜୟଙ୍କ ସହଅନେକ ଇଣ୍ଟିମେଟ୍‌ ଫଟୋ ସେୟାର କରନ୍ତି।

ଏହି ଫଟୋରେ ଦୁହେଁଙ୍କ ମଧ୍ୟରେ ଥିବା ସ୍ପେଶିଆଲ ବଣ୍ଡ ନଜର ଆସେ ଯାହା ଦର୍ଶକ ମଧ୍ୟ ଦେଖିବା ପସନ୍ଦ କରନ୍ତି।

ଉଭୟଙ୍କ ସମ୍ପର୍କ ସମସ୍ତଙ୍କ ପାଇଁ ଏକ ଉଦ୍‌ହାରଣ। ସଞ୍ଜୟ ଦତ୍ତଙ୍କର ତୃତୀୟ ପତ୍ନୀ ଭାବେ ମାନ୍ୟତା ପରିଚିତ।

ମାନ୍ୟତା ମଧ୍ୟ ସଞ୍ଜୟଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଦୁହେଁ ଏବେ ନିଜ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି।  

ମାନ୍ୟତାଙ୍କ ସୁନ୍ଦରତା ପାଇଁ ତାଙ୍କର ଅଧିକାଂଶ ଫଟୋ ଭାଇରାଲ ହେଉଥାଏ। ମାନ୍ୟତା ମେକ୍‌ଅପରେ ବହୁତ ସୁନ୍ଦର ଦେଖାଯାଆନ୍ତି।ହେଲେ ବିନା ମେକଅପ୍‌ରେ ମାନ୍ୟତା ଜଣେ ସାଧାରଣ ମହିଳା ଭଳି ଦେଖାଯାଆନ୍ତି।

ମେକ୍‌ଅପ୍‌ ପରେ ମାନ୍ୟତାଙ୍କ ସୌନ୍ଦର୍ଯ୍ୟ ଦୁଇ ଗୁଣା ବଢିଯାଏ।କେବଲ ମାନ୍ୟତା ନୁହନ୍ତି ସିନେମା ପରଦାରେ ପରୀ ଭଳି ଦେଖାଯାଉଥିବା ଅନେକ ଅଭିନେତ୍ରୀ ବାସ୍ତବରେ ଅତି ସାଧାରଣ ଲାଗନ୍ତି ।

ମେକଅପ୍‌ ଏବଂ ଲାଇଟିଂ ସେମାନଙ୍କୁ ଗ୍ଲେମରସ କରିଦେଇଥାଏ ।  

   Related Posts