ମେକଅପ୍‌ କରି ଦେଖାଯାଆନ୍ତି ପରୀ ଭଳି, ବିନା ମେକ୍‌ଅପ୍‌ରେ ଦେଖାଯାଆନ୍ତି ଏମିତି

Published By : Prameya-News7 Bureau | August 20, 2019 IST

ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ନିଜ ପରିଧାନ ଶୈଳୀ ପାଇଁ  ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।  ସଞ୍ଜୟ ଦତ୍ତ ଓ ମାନ୍ୟତା ନିଜ ବ୍ୟକ୍ତିଗତ ଜୀବନ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।

{"id":146403}

ଉଭୟ ସ୍ବାମୀ ସ୍ତ୍ରୀ ଏକ ନିଆରା ବଣ୍ଡ ସେୟାର କରନ୍ତି। ସଞ୍ଜୁ ଫିଲ୍ମରିଲିଜ ହେବା ପରେ ଦୁହେଁ ଅଧିକ ଲାଇମ୍‌ଲାଇଟ୍‌ରେ ରହୁଛନ୍ତି। ସୋସିଆଲ ମିଡିଆରେ ମାନ୍ୟତା ନିଜ ଆକାଉଣ୍ଟରେସଞ୍ଜୟଙ୍କ ସହଅନେକ ଇଣ୍ଟିମେଟ୍‌ ଫଟୋ ସେୟାର କରନ୍ତି।

{"id":146412}

ଏହି ଫଟୋରେ ଦୁହେଁଙ୍କ ମଧ୍ୟରେ ଥିବା ସ୍ପେଶିଆଲ ବଣ୍ଡ ନଜର ଆସେ ଯାହା ଦର୍ଶକ ମଧ୍ୟ ଦେଖିବା ପସନ୍ଦ କରନ୍ତି।

{"id":146410}

ଉଭୟଙ୍କ ସମ୍ପର୍କ ସମସ୍ତଙ୍କ ପାଇଁ ଏକ ଉଦ୍‌ହାରଣ। ସଞ୍ଜୟ ଦତ୍ତଙ୍କର ତୃତୀୟ ପତ୍ନୀ ଭାବେ ମାନ୍ୟତା ପରିଚିତ।

{"id":146414}

ମାନ୍ୟତା ମଧ୍ୟ ସଞ୍ଜୟଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଦୁହେଁ ଏବେ ନିଜ ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି।  

{"id":146406}

ମାନ୍ୟତାଙ୍କ ସୁନ୍ଦରତା ପାଇଁ ତାଙ୍କର ଅଧିକାଂଶ ଫଟୋ ଭାଇରାଲ ହେଉଥାଏ। ମାନ୍ୟତା ମେକ୍‌ଅପରେ ବହୁତ ସୁନ୍ଦର ଦେଖାଯାଆନ୍ତି।ହେଲେ ବିନା ମେକଅପ୍‌ରେ ମାନ୍ୟତା ଜଣେ ସାଧାରଣ ମହିଳା ଭଳି ଦେଖାଯାଆନ୍ତି।

{"id":146413,"width":562,"height":422}

ମେକ୍‌ଅପ୍‌ ପରେ ମାନ୍ୟତାଙ୍କ ସୌନ୍ଦର୍ଯ୍ୟ ଦୁଇ ଗୁଣା ବଢିଯାଏ।କେବଲ ମାନ୍ୟତା ନୁହନ୍ତି ସିନେମା ପରଦାରେ ପରୀ ଭଳି ଦେଖାଯାଉଥିବା ଅନେକ ଅଭିନେତ୍ରୀ ବାସ୍ତବରେ ଅତି ସାଧାରଣ ଲାଗନ୍ତି ।

{"id":146409}

ମେକଅପ୍‌ ଏବଂ ଲାଇଟିଂ ସେମାନଙ୍କୁ ଗ୍ଲେମରସ କରିଦେଇଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.