ହାଇସ୍କୁଲ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | October 15, 2019 IST

ନୀଳଗିରି ୧୫।୧୦: ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ ଅଧିନ ଗରଡି ହାଇସ୍କୁଲରେ ଶିକ୍ଷକ ବସନ୍ତ ବିଶ୍ବାଳଙ୍କୁ ଅନ୍ୟତ୍ର ବଦଳିକୁ ପ୍ରତିବାଦ । ପ୍ରତିବାଦରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର ଜାଳି, ସ୍କୁଲ ଫାଟକରେ ତାଲା ଝୁଲାଇବା ସହ ଅଭିନବ ଉପାୟରେ ଆନ୍ଦୋଳନ କରିବା ସହ ଶିକ୍ଷକ ବଦଳି ବାତିଲ କରିବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.